ETV Bharat / sports

ରାଞ୍ଚି ଟେଷ୍ଟ: ରିଦ୍ଧିମାନ ଆହତ, ଋଷଭ ରିଟର୍ଣ୍ଣସ

ଭାରତ-ଦକ୍ଷିଣ ଆଫ୍ରିକା 3ୟ ଟେଷ୍ଟରେ ଆହତ ହୋଇ ଦଳରୁ ବାଦ ପଡିଲେ ୱିକଟ କିପର ରିଦ୍ଧିମାନ ସାହା । ତାଙ୍କ ସ୍ଥାନରେ ଦଳରେ ସାମିଲ ହେଲା ଋଷଭ ପନ୍ତ ।

ଡିଜାଇନ ଫଟୋ
author img

By

Published : Oct 21, 2019, 9:34 PM IST

ରାଞ୍ଚି: ନିର୍ଣ୍ଣାୟକ ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା 3ୟ ଟେଷ୍ଟ । ମ୍ୟାଚର 3ୟ ଦିନରେ ହିଁ ଭାରତ ବିଜୟର ଅତି ନିକଟତର ହୋଇଛି । ଟେଷ୍ଟ ସିରିଜକୁ କ୍ଳିନ ସୁଇପ ପାଇଁ ଆଉ ମାତ୍ର 2ଟି ୱିକେଟ ଆବଶ୍ୟକ କରୁଛି ବିରାଟ ବାହିନୀ ।

Pant replaces Wriddhiman Saha
ଫଟୋ ସୌଜନ୍ୟ: twitter@BCCI

ତେବେ ଖରାପ ଫର୍ମ ପାଇଁ ଟେଷ୍ଟ ସିରିଜରୁ ବାଦ ପଡିଥିବା ଋଷଭ ପନ୍ତଙ୍କୁ ପୁଣି ଡାକରା ଆସିଛି । ରିଦ୍ଧିମାନ ସାହା ମ୍ୟାଚର 3ୟ ଦିନରେ କିପିଂ କରୁଥିବା ବେଳେ ଆହତ ହୋଇଛନ୍ତି । ସାହଙ୍କ ପାପୁଲିରେ ଆଘାତ ଲାଗିଛି । ଫଳରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି । ନେଇ ବିସିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.