ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପ୍ଟେନ କୋହଲି । ଅନ୍ୟପଟେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରୁଛନ୍ତି ଶାହାବାଜ ନଦୀମ।
ତେବେ ଚମତ୍କାର ସଦୃଶ ସମସ୍ତ 3ଟି ଟେଷ୍ଟରେ ଟସ ଜିତିଛନ୍ତି କୋହଲି। ଅନ୍ୟପଟେ ଟସ ଜିତି ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ଚଲାଇଥିବା ପ୍ଲାନ କିନ୍ତୁ ଫେଲ ମାରିଛି । ଆଜି ଟସରେ ଫାପ୍ଙ୍କ ସ୍ଥାନରେ ଦଳ ଉପ ଅଧିନାୟକ ତେମ୍ବା ବାଭୁମା ଟସ ପାଇଁ କଲିଂ କରିଥିଲେ । କୁଳଦୀପ ଯାଦବଙ୍କ କାନ୍ଧରେ ଆଘାତ କାରଣରୁ ସେ ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଟେଷ୍ଟ ଡେବ୍ୟୁ କରୁଛନ୍ତି ସ୍ଥାନୀୟ ଖେଳାଳି ଶାହାବାଜ ନଦୀମ ସେହିପରି ଇଶାନ୍ତ ଶର୍ମାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।
-
Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019 " class="align-text-top noRightClick twitterSection" data="
">Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019
ଭାରତୀୟ ଏକାଦଶ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାହବାଜ ନଦିମ, ଉମେଶ ଯାଦବ ।
-
Big day for Shahbaz Nadeem as he is all set to make his Test debut 🇮🇳🇮🇳 #TeamIndia #INDvSA @Paytm pic.twitter.com/3hfYTaVyDL
— BCCI (@BCCI) October 19, 2019 " class="align-text-top noRightClick twitterSection" data="
">Big day for Shahbaz Nadeem as he is all set to make his Test debut 🇮🇳🇮🇳 #TeamIndia #INDvSA @Paytm pic.twitter.com/3hfYTaVyDL
— BCCI (@BCCI) October 19, 2019Big day for Shahbaz Nadeem as he is all set to make his Test debut 🇮🇳🇮🇳 #TeamIndia #INDvSA @Paytm pic.twitter.com/3hfYTaVyDL
— BCCI (@BCCI) October 19, 2019
ଦକ୍ଷିଣ ଆଫ୍ରିକା ଏକାଦଶ: ଫାଫ୍ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ ଅଧିନାୟକ), କ୍ୱିଣ୍ଟନ ଡିକକ୍, ଡିନ ଏଲଗାର, ଜୁବେର ହମଜା, ଜର୍ଜ ଲିଣ୍ଡ, ଲୁନ୍ଗି ଏନ୍ଗିଡି, କାଗିସୋ ରାବାଡ଼ା, ଡେନ୍ ପିଟ୍, ହେରନିଚ କ୍ଲାସେନ, ଅନରିଚ ନୋର୍ଜ ।