ETV Bharat / sports

ବିଶାଖାପାଟନମ ଟେଷ୍ଟ: ସାମି-ଜାଡେଜାଙ୍କ ଘାତକ ବୋଲିଂ, 203 ରନରେ ଜିତିଲା ଭାରତ

author img

By

Published : Oct 6, 2019, 4:29 PM IST

3 ମ୍ୟାଚ ବିଶିଷ୍ଟ ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ 203 ରନର ବଡ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।

ଫଟୋ ସୌଜନ୍ୟ: twitter@BCCI

ବିଶାଖାପାଟନାମ: 3 ମ୍ୟାଚ ବିଶିଷ୍ଟ ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି ଭାରତ । ଫଳରେ ଭାରତ ସିରିଜରେ 1-0ରେ ଆଗୁଆ ହୋଇଛି । 395 ରନର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସାମ୍ନାରେ ରଖିଥିଲା ଭାରତ । ଶେଷ ଦିନରେ ଭାରତ ବିଜୟ ପାଇଁ 9 ୱିକେଟ ଆବଶ୍ୟକ କରୁଥିଲା ।

india beat South Africa
ସାମି-ଜାଡେଜାଙ୍କ ଘାତକ ବୋଲିଂ, 203 ରନରେ ଜିତିଲା ଭାରତ

ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ବେଶୀ ସମୟ ତିଷ୍ଠି ପାରିନଥିଲା ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଜାଡେଜା ଓ ସାମିଙ୍କ ଜବରଦରସ୍ତ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲା ପୁରା ଟିମ । 191ରନରେ ସମସ୍ତ ୱିକେଟ ହରାଇଥିଲା ଡୁପ୍ଳେସିସଙ୍କ ଦଳ । ଫଳରେ 203 ରନର ବଡ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।

203 ରନରେ ଜିତିଲା ଭାରତ

2ୟ ଇନିଂସରେ ଭାରତ ପକ୍ଷରୁ ସାମି 5ଟି, ଜାଡେଜା 4ଟି ଓ ଅଶ୍ବିନି ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ରୋହିତ ଶର୍ମା ପ୍ଲେଆର ଅଫ ଦି ମ୍ୟାଚ ହୋଇଛନ୍ତି । ମ୍ୟାଚର ଉଭୟ ଇଂନିସରେ ରୋହିତ ଶତକ ହାସଲ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.