ETV Bharat / sports

ହାମିଲଟନ ହାଇଡ୍ରାମା; ସୁପର ଓଭରରେ ଇଣ୍ଡିଆ ସୁପରହିଟ୍

ସୁପର ଓଭରରେ ରୋହିତ ଶର୍ମାଙ୍କ ସୁପର ସୋ । 6 ବଲରେ 17 ରନର ପିଛା କରି 20 ରନ ଅକ୍ତିଆର କରିଛି ଟିମ୍ ଇଣ୍ଡିଆ । ସେହିପରି ଚଳିତ ସିରିଜିକୁ 5-3ରେ ଆଗୁଆ ଜିତିନେଇଛି ଭାରତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jan 29, 2020, 5:30 PM IST

India win the match
India win the match

ହାମିଲଟନ: ସୁପର ଓଭରରେ ମ୍ୟାଚକୁ କ୍ଲିନ ସୁଇପ କରି ନେଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ 6ଟି ବଲରେ 17 ରନ୍ କରିଥିବାବେଳେ ଏହାର ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ରୋହିତ-ରାହୁଲ । ରୋହିତ ଶର୍ମାଙ୍କ ଦମଦାର ପ୍ରଦର୍ଶନ ସହ ଜବରଦସ୍ତ 2ଟି ଛକା ବଳରେ ସିରିଜ କବ୍ଜା କରିନେଇଛି ଭାରତ ।

ନ୍ୟୁଜିଲାଣ୍ଡ ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନେଇଥିଲା ନିଷ୍ପତି । ଭାରତ 20 ଓଭରରେ 5 ୱିକେଟ ହରାଇ 179 ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ଆଗରେ ବିଜୟ ଲକ୍ଷ୍ୟ ରହିଥିଲା 180 । ଏହାର ପିଛା କରି ଟିମ୍ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ 179 ରନ କରିଥିଲା । ଫଳରେ ଉଭୟ ଦଳ ବରାବର ରନ କରିଥିବାବେଳେ ଅମୀମାଂସିତ ରହିଥିଲା ମ୍ୟାଚ । ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କରିଥିଲେ ବ୍ୟାଟ୍ସମ୍ୟାନ ରୋହିତ ।

ଭାରତ ପକ୍ଷରୁ ଓପନର ରୋହିତ ଶର୍ମା 62 ରନ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୩୮, ମନୀଷ ପାଣ୍ଡେ ୧୪ ଓ ରବୀନ୍ଦ୍ର ଜାଡେଜା ୧୦ ରନ କରିଥିଲେ। ସେହିପରି ଘରୋଇ ପଡିଆରେ ବିଜୟ ଧ୍ବଜା ଉଡ଼ାଇବାକୁ ପ୍ରୟାସ ଜାରି ରଖିଥିବା ଅଧିନାୟକ କେନ ଓ୍ବିଲିୟମସନକୁ ୯୫ରେ ଅଟକାଇ ଶତକରୁ ବଞ୍ଚିତ ରଖିଛନ୍ତି ଭାରତୀୟ ବୋଲର ସାମି ।

Intro:Body:

LIVE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.