ETV Bharat / sports

ଚେନ୍ନାଇ ଟେଷ୍ଟ: ପ୍ରଥମ ପାଳିରେ ଇଂଲଣ୍ଡ 578ରେ ଅଲଆଉଟ୍‌ - ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ବିସ୍ଫୋରକ ବ୍ୟାଟିଂ । ଟସ୍‌ ଜିତି ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳ ମ୍ୟାଚର 3ୟ ଦିନରେ ଅଲଆଉଟ୍‌ ହୋଇଛି ।

ଚେନ୍ନାଇ ଟେଷ୍ଟ: ପ୍ରଥମ ପାଳିରେ 578ରେ ଇଂଲଣ୍ଡ ଅଲଆଉଟ୍‌

author img

By

Published : Feb 7, 2021, 10:59 AM IST

Updated : Feb 7, 2021, 12:38 PM IST

ଚେନ୍ନାଇ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ବିସ୍ଫୋରକ ବ୍ୟାଟିଂ । ଟସ୍‌ ଜିତି ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳ ମ୍ୟାଚର 3ୟ ଦିନରେ ଅଲଆଉଟ୍‌ ହୋଇଛି । ଦଳ ପକ୍ଷରୁ ଅଧିନାୟକ ଜୋ ରୁଟ୍‌ ସର୍ବାଧିକ 218ରନ୍‌ କରିଛନ୍ତି । ତେବେ ଇଂଲଣ୍ଡ 578ରନ୍‌ କରି ବିଶାଳ ସ୍କୋର ଛିଡା କରିଛି ।

ଡୋମିନିକ ସିବଲେ 87, ବେନ ଷ୍ଟୋକ୍ସ 82 ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଭାରତୀୟ ବୋଲର 3ୟ ଦିନରେ ଅଲଆଉଟ୍‌ କରିବାରେ ସଫଳ ହୋଇଛନ୍ତି । ଦଳ ପକ୍ଷରୁ ବୁମରା-ଅଶ୍ବିନଙ୍କ ନାଁରେ 3ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏଥିସହ ଇଶାନ୍ତ ଓ ନଦିମ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଇଂଲଣ୍ଡ ଦଳ ଦ୍ବିତୀୟ ଦିନର ଷ୍ଟମ୍ପସ୍ ଅପସାରଣ ସୁଦ୍ଧା 8 ଓ୍ବିକେଟ ହରାଇ 555ରନ୍‌ କରିଥିଲା ।

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମ ଭାରତ -ଇଂଲଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ ଖେଳା ଯାଉଛି ।

Last Updated : Feb 7, 2021, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.