ETV Bharat / sports

ପିଙ୍କ୍ ଟେଷ୍ଟ: 347/9ରେ ଭାରତର ପ୍ରଥମ ଇଂନିସ ଘୋଷଣା - India declared first innings

ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପିଙ୍କ ଟେଷ୍ଟର 2ୟ ଦିନର ଖେଳ ଜାରି ରହିଛି । ଭାରତ 347/9ରେ ପ୍ରଥମ ପ୍ରଥମ ଇଂନିସ ଘୋଷଣା କରିଛି ।

ଭାରତର ପ୍ରଥମ ଇଂନିସ
author img

By

Published : Nov 23, 2019, 8:41 PM IST

କୋଲକାତା: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପିଙ୍କ ଟେଷ୍ଟର 2ୟ ଦିନର ଖେଳ ଜାରି ରହିଛି । ତେବେ ଭାରତ 347/9ରେ ପ୍ରଥମ ପ୍ରଥମ ଇଂନିସ ଘୋଷଣା କରିଛି । ଦଳ ପକ୍ଷରୁ କ୍ୟାପଟେନ କୋହଲି 136 ରନର ଦମଦାର ଶତକୀୟ ପାଳି ଖେଳିଛନ୍ତି । ପୁଜାରା 55 ଓ ରାହାଣେ 51 ରନର ଅର୍ଧଶତକୀୟ ପାଳି ଖେଳିଛନ୍ତି । ବାଂଲାଦେଶ ପକ୍ଷରୁ ଅଲଅମିନ ହୁସେନ ଓ ଇବାଦତ ହୁସେନ ସର୍ବାଧିକ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆବୁ ଜାୟଦ 2ଟି ଓ ତୈଜୁଲ ଇସଲାମ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ପୂର୍ବରୁ ବାଂଲାଦେଶ ପ୍ରଥମ ବ୍ୟାଟିଂ କରି ମାତ୍ର 106 ରନରେ ଅଲଆଉଟ ହୋଇଯାଇଥିଲା । ତେବେ ଭାରତର ପାଳି ଘୋଷଣା ପରେ ବାଂଲାଦେଶ 2ୟ ଇଂନିସ ବ୍ୟାଟିଂ କରୁଛି । ମାତ୍ର ପ୍ରଥମ ଇଂନିସ ପରି 2ୟ ଇଂନିସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭ୍ରମଣକାରୀ ଦଳ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.