ETV Bharat / sports

ଇନ୍ଦୋର ଟେଷ୍ଟ: ଭାରତର ଅଭିଜ୍ଞ ବୋଲର ବନାମ ଯୁବ ବାଂଲାବାହୀନି

ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଇନ୍ଦୋର ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ବୋଲିଂ ଲାଇନ ଅପ ବେଶ ଶକ୍ତିଶାଳୀ ଥିବାରୁ ଯୁବ ବାଂଲାଦେଶ ଟିମପାଇଁ ଏହା ଚିନ୍ତାର କାରଣ ହୋଇଛି ।

author img

By

Published : Nov 12, 2019, 2:34 PM IST

ଡିଜାଇନ ଫଟୋ

ନାଗପୁର: ଭାରତ-ବାଂଲାଦେଶ ମଧ୍ୟରେ 2ୟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ ଇନ୍ଦୋର ଷ୍ଟାଡିୟମରେ ଖେଳାଯିବ । ତେବେ ପିଚ ରିପୋର୍ଟ ଅନୁୟାୟୀ ପେସ ବୋଲରଙ୍କ ପାଇଁ ବିଶେଷ ପାଇଦା ରହିଛି । ଏହାକୁ ନେଇ ଟିମ ଇଣ୍ଡିଆର ପଲ୍ଲା ଭାରି ରହିଛି । କ୍ୟାପଟେନ ବିରାଟ କୋହଲି ମଧ୍ୟ ଦଳକୁ ଫେରିବା ପରେ ବ୍ୟାଟିଂ ଲାଇନଅପ ଶକ୍ତିଶାଳୀ ହେବ ।

ଭାରତୀୟ ପେସ ଆଟାକ ବେଶ ମଜଭୁତ ରହିଛି । ଶକ୍ତିଶାଳୀ ବୋଲିଂ ଲାଇନଅପରେ ଇଶାନ୍ତ ଶର୍ମା, ମହମ୍ମଦ ସାମୀ ଓ ଉମେଶ ଯାଦବ ରହିଛନ୍ତି । ଭାରତୀୟ ବୋଲିଂ ଲାଇନ ଅପ ବେଶ ଶକ୍ତିଶାଳୀ ଥିବାରୁ ଯୁବ ବାଂଲାଦେଶ ଟିମପାଇଁ ଏହା ଚିନ୍ତାର କାରଣ ହୋଇଛି । ଇନ୍ଦୋର ପିଚରେ ଫାଷ୍ଟ, ବାଉନ୍ସ, ଓ ସୁଇଂ ସବୁକିଛି ମିଳିବ ବୋଲି କୁହାଯାଉଛି । MPCA ଅଧିକାରୀ ପିଚ ପ୍ରସ୍ତୁତ ପାଇଁ ଭାରତୀୟ ଟିମରୁ କୌଣସି ସୂଚନା ପାଇନଥିବା କହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ପେସର 26 ୱିକେଟ ହାସଲ କରିଥିଲେ । ସ୍ପିନରଙ୍କୁ 34 ୱିକେଟ ମିଳିଥିଲା । ସିରିଜରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ବିଶ୍ବ ସ୍ଥରରେ ପ୍ରଶଂସା ମିଳିଥିଲା । ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ ଫାଫ ଡୁପ୍ଳେସିସ ଭାରତୀୟ ବୋଲରଙ୍କୁ ଘାତକ ଓ ନିର୍ଦ୍ଦୟୀ ବୋଲି କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.