ETV Bharat / sports

ଇନ୍ଦୋର ଟେଷ୍ଟ: ଆରମ୍ଭରୁ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ - India vs Bangladesh 1st test

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି କରିବା ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି । ଟପ ଅର୍ଡରର 3ଟି ବ୍ୟାଟ୍ସମ୍ୟାନ ଶୀଘ୍ର ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ।

ଇନ୍ଦୋର ଟେଷ୍ଟ
author img

By

Published : Nov 14, 2019, 11:42 AM IST

ଇନ୍ଦୋର: ଭାରତ ବିପକ୍ଷରେ ବାଂଲାଦେଶ ଆଇସିସି ଟେଷ୍ଟ ଚମ୍ପିଆନସିପ ଅଭିଯାନ ଆରମ୍ଭ କରିଛି । ବାଂଲାଦେଶ କ୍ୟାପଟେନ ମୋମିନୁଲ ହକ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି କରିଥିଲେ । ତେବେ ଇନ୍ଦୋର ଫର୍ମରେ ଥିବା ଭାରତୀୟ ପେସରଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଛି ।

ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ମହମ୍ମଦ ସାମି ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଛନ୍ତି । ଓପନର ସଦମାନ ଇସଲାମ ଓ ଇମରୁଲ କାଇସ ଶୀଘ୍ର ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ସଦମାନ ମାତ୍ର 6 ରନ କରି ଇଶାନ୍ତ ଶର୍ମାଙ୍କ ବଲରେ ୱିକେଟ କିପର ଶାହାଙ୍କୁ କ୍ୟାଚଦେଇ ୱିକେଟ ହରାଇଥିଲେ । 2ୟରେ ଇମରୁଲ 6 ରନ କରିଥିବା ବେଳେ ଉମେଶ ଯାଦବଙ୍କ ତାଙ୍କୁ ଆଉଟ କରିଛନ୍ତି । ମହମ୍ମଦ ମିଥୁନ 13 ରନ କରି ସାମିଙ୍କ ଶୀକାର ହୋଇଛନ୍ତି । କ୍ୟାପଟେନ ମୋମିନୁଲ ହକ ଓ ଅଭିଜ୍ଞ ମୁସଫିକର ରହିମ ବ୍ୟାଟିଂ ଭାରତୀୟ ବୋଲରଙ୍କ ମୁକାବିଲା ଜାରି ରଖିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.