ETV Bharat / sports

ତୃତୀୟ ଟି-20: ବର୍ଷା ଯୋଗୁଁ ବିଳମ୍ବରେ ପଡିଲା ଟସ୍‌, ପ୍ରଥମେ ବୋଲିଂ କରିବା ଭାରତ

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଅଧିନାୟକ ବିରାଟ କୋହଲି । ରୋହିତଙ୍କୁ ବିଶ୍ରାମ ଦିଆଯାଇ, ରାହୁଲଙ୍କୁ ଓପନିଂ ପଠାଯିବା ନେଇ ବିରାଟ କହିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 6, 2019, 9:11 PM IST

ଗୁଆନା: ଭାରତ-ଇଣ୍ଡିଜ ଟି-20 ସିରିଜର ଆଜି 3ୟ ତଥା ଶେଷ ମ୍ୟାଚ ଖେଳାଯାଉଛି । ସ୍ଥାନୀୟ ପ୍ରୋଭିଡେନ୍ସ ଗ୍ରାଉଣ୍ଡରେ ହେବ ମ୍ୟାଚ । ମାତ୍ର ପ୍ରବଳ ବର୍ଷା ପାଇଁ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପଡିଛି ଟସ୍ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ଅଧିନାୟକ ବିରାଟ କୋହଲି ।

ତେବେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ କରାଯାଇଛି । ରୋହିତଙ୍କୁ ବିଶ୍ରାମ ଦିଆଯାଇ, ରାହୁଲଙ୍କୁ ଓପିନଂ ପଠାଯିବା ବୋଲି ବିରାଟ କହିଛନ୍ତି । ସେହିପରି ଚହର ବ୍ରଦର୍ସ ଚାହୁଲ ଚହର ଆନ୍ତର୍ଜାତୀୟ ଡେବ୍ୟୁ କରୁଛନ୍ତି ।

ତେବେ ପ୍ରଥମ 2ଟି ମ୍ୟାଚକୁ ଜିତି 2-0ରେ ସିରିଜ ହାତେଇ ସାରିଛି ଭାରତ । ଆଜିର ମ୍ୟାଚକୁ ଜିତି 3-0ରେ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଅତିଥି ଦଳ ।

ୱେଷ୍ଟଇଣ୍ଡିଜ ଏକାଦଶ: ସୁନିଲ ନାରିନ, ଇଭିନ ଲିୱିସ, ନିକୋଲାସ ପୁରୋନ(ୱିକେଟ କିପର), କିରୋନ ପୋଲାର୍ଡ, ସିମ୍ରନ ହେଟମେୟର, କାର୍ଲସ ବ୍ରାଥୱେଟ(କ୍ୟାପଟେନ), ରଭମାନ ପାୱେଲ, କିମୋ ପଲ, ସେଲଡନ କଟ୍ରେଲ, ଓସାନେ ଥୋମାସ, ଫାବିନ ଆଲେନ ।

ଭାରତୀୟ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, କେଏଲ ରାହୁଲ, ମନିଷ ପାଣ୍ଡେ, ରିଷଭ ପନ୍ତ(ୱିକେଟ କିପର), କୁନାଲ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ବର କୁମାର, ଦିପକ ଚହର, ନବଦୀପ ସାଇନି ।

Respected Sir,
 Plz find herewith the attached file on the above subject.
With kind regards
--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.