ETV Bharat / sports

ଇଣ୍ଡିଜ ଗସ୍ତର ଶେଷ ଦିନିକିଆ: ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ଘରୋଇ ଦଳ

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ଘରୋଇ ଇଣ୍ଡିଜ୍ ଦଳ ।

author img

By

Published : Aug 14, 2019, 6:54 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଟ୍ରିନିଦାଦ୍‌: ଭାରତର ଇଣ୍ଡିଜ ଗସ୍ତର ବୁଧବାର ଶେଷ ଦିନିକିଆ । ପ୍ରଥମ ଦିନିକିଆ ବର୍ଷାରେ ଧୋଇ ଯିବା ପରେ ଆଜି ସଠିକ୍‌ ସମୟରେ ଟସ ପଡିଛି । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ଘରୋଇ ଇଣ୍ଡିଜ୍ ଦଳ ।

ଟି-20 ସିରିଜକୁ 3-0ରେ କ୍ଳିନ ସୁଇପ କରିବା ପରେ 2ୟ ଦିନିକିଆ ମଧ୍ୟ ହାତେଇଥିଲା ଅତିଥି ଭାରତ । ତେବେ ଏହି 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଆଜି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହୀନି । ତେବେ ଆଜି ଭାରତୀୟ ଦଳରେ ଗୋଟିଏ ପରିବତ୍ତନ ହେବାର ସୂଚନା ଦେଇଛନ୍ତି ଅଧିନାୟକ କୋହଲି । କୁଳଦୀପଙ୍କ ସ୍ଥାନରେ ଚହଳଙ୍କୁ ଦଳରେ ସ୍ଥାନ ମିଳିଛି ।

  • ଭାରତୀୟ ଏକାଦଶ: ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, କେଦାର ଯାଦବ, ଶ୍ରେୟସ ଆୟର, ରିଷଭ ପନ୍ତ(ୱିକେଟ କିପର), ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଭୁବନେଶ୍ବର କୁମାର ।
  • ୱେଷ୍ଟଇଣ୍ଡିଜ ଏକାଦଶ: କ୍ରିସ ଗେଲ, ଇଭିନ ଲୁଇସ, ନିକୋଲାସ ପୋରନ, ଫାବିଏଲ ଆଲେନ, ସିମ୍ରନ ହେଟମେୟର, ସାଇ ହୋପ(ୱିକେଟ କିପର), ରୋଷ୍ଟନ ଚେଲ୍ସ, କିମୋ ପଲ, କାର୍ଲୋସ ବ୍ରାଥୱେଟ, ଜେସନ ହୋଲ୍ଡର(କ୍ୟାପଟେନ), କେମାର ରୋଚ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.