ETV Bharat / sports

IND vs AUS: ହଟିଲା ପରଦା, ବ୍ରିସବେନରେ ଖେଳାଯିବ ଅନ୍ତିମ ଟେଷ୍ଟ - କୋରାନା ମାମଲା

ସବେନରେ ଖେଳାଯିବ ଅନ୍ତିମ ଟେଷ୍ଟ । ମଙ୍ଗଳବାର ଦିନ ବ୍ରିସବେନ ଗସ୍ତରେ ଯିବେ ଭାରତୀୟ ଖେଳାଳି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

IND vs AUS: ହଟିଲା ପରଦା, ବ୍ରିସବେନରେ ଖେଳାଯିବ ଅନ୍ତିମ ଟେଷ୍ଟ

author img

By

Published : Jan 11, 2021, 2:35 PM IST

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯିବାକୁ ଥିବା 4ର୍ଥ ଟେଷ୍ଟର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିଲା । କିନ୍ତୁ ଏହି ସନ୍ଦେହର ବାଦଲ ହଟିଛି । ମଙ୍ଗଳବାର ଦିନ ବ୍ରିସବେନ ଗସ୍ତରେ ଯିବେ ଭାରତୀୟ ଖେଳାଳି ।

କୁଇନ୍ସଲ୍ୟାଣ୍ଡର ରାଜଧାନୀରେ 15 ଜାନୁଆରୀରୁ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ 50 ପ୍ରତିଶତ ଦର୍ଶକ ରହିବେ ।

  • Acting on the advice of Queensland Health and the Queensland Government, we are working together with Stadiums Queensland to ensure the safety of patrons attending the fourth Vodafone Test, with a crowd capacity of 50% at the Gabba.

    Full release: https://t.co/3n0gb2f7oh pic.twitter.com/vEuCB8fJRH

    — Cricket Australia (@CricketAus) January 11, 2021 " class="align-text-top noRightClick twitterSection" data=" ">

ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଟିମ କୋରୋନା ହଟସ୍ପଟ ଘୋଷଣା ହୋଇଥିବା ସିଡନିରୁ ଆସୁଥିବାରୁ ବ୍ରିସବେନରେ କଡା କ୍ବାରେଣ୍ଟିନ ନିୟମର ପାଳନ କରିବାକୁ ହେବ ବୋଲି ସ୍ପଷ୍ଟ କରିଥିଲା । ମହାମାରୀକୁ ଦେଖି କୁଇନ୍ସଲ୍ୟାଣ୍ଡ ରାଜ୍ୟ ନିଜର ସୀମାକୁ ସିଲ କରିଥିଲା । କିନ୍ତୁ କଡା କ୍ବାରେଣ୍ଟିନ ପ୍ରୋଟକଲ୍ସ ମଧ୍ୟରେ ଭାରତୀୟ ଟିମର ସ୍ବାଗତ ପାଇଁ ମଧ୍ୟ ପ୍ରସ୍ତୁତ ଥିଲା ।

ତେବେ 3ଦିନର ଲକଡାଉନ ଆଜି ସମାପ୍ତ ହେଉଛି ଓ କୋରାନା ମାମଲା ମଧ୍ୟ କମ୍‌ ରହିଛି ।

ଏହାପରେ ଭାରତ-ଅଷ୍ଟେଲିଆ ମଧ୍ୟରେ 4ର୍ଥ ଟେଷ୍ଟ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ହେବ ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.