ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି । ତେବେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମ ମ୍ୟାଚର ପ୍ରଥମ ଇଂନିସରେ 244ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା 6 ଓ୍ବିକେଟ ହରାଇ 233ରନ୍ କରିଥିଲା ଭାରତ ।
-
India have been bowled out for 244 in in 93.1 overs. Second innings about to start. #AUSvIND
— BCCI (@BCCI) December 18, 2020 " class="align-text-top noRightClick twitterSection" data="
Live coverage - https://t.co/dBLRRBSJrx pic.twitter.com/OHbttSPb0i
">India have been bowled out for 244 in in 93.1 overs. Second innings about to start. #AUSvIND
— BCCI (@BCCI) December 18, 2020
Live coverage - https://t.co/dBLRRBSJrx pic.twitter.com/OHbttSPb0iIndia have been bowled out for 244 in in 93.1 overs. Second innings about to start. #AUSvIND
— BCCI (@BCCI) December 18, 2020
Live coverage - https://t.co/dBLRRBSJrx pic.twitter.com/OHbttSPb0i
ଭାରତୀୟ ଦଳ 2ୟ ଦିନରେ କେବଳ 11ରନ୍ ସ୍କୋରବୋର୍ଡରେ ଯୋଡିଛି । ଭାରତ ପକ୍ଷରୁ ସର୍ବାଧିକ ରନ୍ ବିରାଟ କୋହଲି କରିଛନ୍ତି । 180ବଲ୍ରେ 74ରନ୍ ହାସଲ କରିଛନ୍ତି । ସେହି ଇଂନିସରେ 8ଟି ଚୌକା ସାମିଲ ଅଛି ।
ତେବେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଷ୍ଟାର୍କ ସର୍ବାଧିକ 4ଟି, କମିନ୍ସ 3ଟି , ହେଜଲଉଡ ଓ ନାଥନ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।