ETV Bharat / sports

U-19 ବିଶ୍ବକପ୍: ଜୟସ୍ବାଲଙ୍କ ଜବରଦସ୍ତ ଶତକ, ପାକିସ୍ତାନକୁ 10ଓ୍ବିକେଟରେ ହାରଇ ଫାଇନାଲରେ ଭାରତ - କ୍ରିକେଟ ଖବର

u19 worldcup
u19 worldcup
author img

By

Published : Feb 4, 2020, 7:51 PM IST

Updated : Feb 4, 2020, 9:46 PM IST

19:43 February 04

19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ଭାରତ ।  ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ 10 ଓ୍ବିକେଟରେ ହରାଇଛି ଭାରତ । ମ୍ୟାଚରେ ଓପନର ଜସଶ୍ବୀ ଜୟସ୍ବାଲ ଜବରଦସ୍ତ ଶତକ (105*) ହାସଲ କରିଛନ୍ତି ।

ପୋଚେଫଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା): 19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ଭାରତ ।  ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ 10 ଓ୍ବିକେଟରେ ହରାଇଛି ଭାରତ । ମ୍ୟାଚରେ ଓପନର ଜସଶ୍ବୀ ଜୟସ୍ବାଲ ଜବରଦସ୍ତ ଶତକ (105*) ହାସଲ କରିଛନ୍ତି । 

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 172ରନ କରିଥିବାବେଳେ ଭାରତ ସାମ୍ନାରେ 173 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ଟିମ ଇଣ୍ଡିଆ । ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଶତକ ଓ ଦିବ୍ୟାଂଶ ସକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । 

ସେପଟେ ଫେବୃଆରୀ ୬ ତାରିଖରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାବେଳେ ଫେବୃଆରୀ ୯ରେ ଖେଳାଯିବ ଫାଇନାଲ ମ୍ୟାଚ । ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେ ଆସନ୍ତା 9 ତାରିଖରେ ଭାରତକୁ ଭେଟିବ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Intro:Body:

BLANK FOR LINK 

Conclusion:
Last Updated : Feb 4, 2020, 9:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.