ETV Bharat / sports

ମୋଟେରା ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ପିଙ୍କ୍‌ ବଲ ଟେଷ୍ଟ ! - India England pink-ball Test

2021 ଜାନୁଆରୀ-ଫେବୃଆରୀ ମଧ୍ୟରେ ଇଂଲଣ୍ଡ କ୍ରିକେଟ ଟିମ ଭାରତ ଗସ୍ତରେ ଆସିବ। ଭାରତ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି। ଏହି ସିରିଜରେ ଏକ ଦିବାରାତ୍ର ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାନେଇ ଜଣାପଡିଛି। ଅଧିକ ପଢନ୍ତୁ...

pink-ball Test in Motera Stadium
ଭାରତ-ଇଂଲଣ୍ଡ ପିଙ୍କ୍‌ ବଲ ଟେଷ୍ଟ
author img

By

Published : Feb 17, 2020, 11:25 AM IST

ନୂଆଦିଲ୍ଲୀ: ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ହେଇପାରେ ଦିବାରାତ୍ର ଟେଷ୍ଟ। 2021 ଜାନୁଆରୀ-ଫେବୃଆରୀ ମଧ୍ୟରେ ଇଂଲଣ୍ଡ କ୍ରିକେଟ ଟିମ ଭାରତ ଗସ୍ତରେ ଆସିବ। ଭାରତ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି ।

pink-ball Test in Motera Stadium
ପିଙ୍କ୍‌ ବଲ ଟେଷ୍ଟ

ଏହି ସିରିଜରେ ଏକ ଦିବାରାତ୍ର ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାନେଇ ଜଣାପଡିଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ନିକଟ ଭବିଷ୍ୟତରେ ଘୋଷଣା ହେବା ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଭାରତୀୟ ଦଳ 2019 ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ଇଡେନ ଗାର୍ଡେନ କୋଲକାତାରେ ଶେଷ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲା ।

pink-ball Test in Motera Stadium
ଭାରତ-ଇଂଲଣ୍ଡ ପିଙ୍କ୍‌ ବଲ ଟେଷ୍ଟ

ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ ଭାବେ ନାମିତ ହୋଇଛି। ତେବେ ନଭେମ୍ବର 2014 ପରେ ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇନାହିଁ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ 2014ରେ ଶେଷଥର ଏହି ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା।

ଏହାପରେ ଗୁଜୁରାଟ କ୍ରିକେଟ ଆସୋସିଏସନ(GCA) ଷ୍ଟାଡିୟମର ସଂପୂର୍ଣ୍ଣ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା। ନୂଆରୂପରେ ସଜେଇ ହେଉଥିବା ଏହି ଷ୍ଟାଡିୟମ ସଂପୂର୍ଣ୍ଣ ହେବାପରେ ବିଶ୍ବର ସବୁଠୁ ବୃହତ୍ତମ ଷ୍ଟାଡିୟମ ଭାବେ ଗଣାଯିବ। ଏହି ଷ୍ଟାଡିୟମରେ ପ୍ରାୟ 1,10,000ରୁ ଅଧିକ ଦର୍ଶକ ମ୍ୟାଚ ଦେଖିବା ନେଇ ବ୍ୟାବସ୍ଥା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.