ETV Bharat / sports

ବିଶ୍ବକପ ଦଳ ଘୋଷିତ: ଟ୍ବିଟରରେ ଛୁଟୁଛି ଶୁଭେଚ୍ଛା - Twitter

ଦଳ ଘୋଷଣା ପରେ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅନ୍ୟପଟେ ବାଦ ପଡିଥିବା ଖେଳାଳିଙ୍କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 15, 2019, 11:46 PM IST

ମୁମ୍ବାଇ: ସବୁ ସପପେନ୍ସରେ ପୂର୍ଣ୍ଣଛେଦ ପଡିଲା । ବିଶ୍ବକପ୍ ପାଇଁ 15 ଜଣିଆ ଭାରତୀୟ ଟିମ ଆଜି ଘୋଷଣା ହୋଇଛି। ବିରାଟଙ୍କ ନେତୃତ୍ବରେ ଇଂଲଣ୍ଡ ଯିବ ଭାରତୀୟ ଦଳ । ତେବେ ଦଳ ଘୋଷଣା ପରେ ଦଳରେ ସ୍ଥାନପାଇଥିବା ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନ୍ୟପଟେ ବାଦ ପଡିଥିବା ଖେଳାଳିଙ୍କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି ।

  • Heartbreak for Pant. Karthik gets nod because of better keeping skills, just in case MSD is injured before a crucial match

    — Cricketwallah (@cricketwallah) April 15, 2019 " class="align-text-top noRightClick twitterSection" data=" ">
  • It’s impossible to keep everyone happy with team selections but Karthik inclusion surprising. Selectors guilty of showing no consistency in his case. Discarded after Jan 2019 to select straight for the WC. Shankar is a lucky man to make it. #CricketLive #StarSports

    — Sanjay Manjrekar (@sanjaymanjrekar) April 15, 2019 " class="align-text-top noRightClick twitterSection" data=" ">

ତେବେ ଏହି କ୍ରମରେ ପୂର୍ବତନ କ୍ରିକେଟରମାନେ ଦଳକୁ ଓ ବିରାଟ କୋହଲିଙ୍କୁ ବେଷ୍ଟ ଅଫ ଲକ ଓ୍ବିସ ଜଣାଇଛନ୍ତି । ଭାରତୀୟ ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ଏକ ଟ୍ବିଟ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ବିଶ୍ବକପ ପାଇଁ ଭାରତୀୟ ଦଳକୁ ବେଷ୍ଟ ଅଫ ଲକ୍‌ ।

ସେହିପରି ଭାରତୀୟ ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ ମଧ୍ୟ ଦଳକୁ ବେଷ୍ଟ ଅଫ ଲକ୍‌ ଜଣାଛନ୍ତି । ଅନ୍ୟପଟେ ଦୃତ ବୋଲର ସାମିଙ୍କ ପାଇଁ ଦୁଇ ଧାଡି ଲେଖିଛନ୍ତି । ସେ ଲେଖିଛନ୍ତି, 6 ମାସ ପୂର୍ବରୁ ସାମି କ୍ରିକେଟ ଦୁନିଆରୁ ଦୂରେଇ ଯିବାକୁ ବସିଥିଲେ । ମାତ୍ର ତାଙ୍କର ଦୃଢ ମନୋବଳ ଓ କଠିନ ପରିଶ୍ରମ ବଳରେ ସେ ବିଶ୍ବକପ ଦଳରେ ନିଜ ସ୍ଥାନ ପକ୍କା କରିପାରିଛନ୍ତି । ଏଥିସହିତ 2ୟଥର ପାଇଁ ବିଶ୍ବକପ ଖେଳିବାକୁ ଯାଉଛନ୍ତି । ସେହିପରି ଜଡୁ ମଧ୍ୟ ନିଜ ପରିଶ୍ରମ ବଳରେ ଟ୍ରାକକୁ ଫେରି ପାରିଛନ୍ତି । ଅନ୍ୟପଟେ କିଛି ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି।

  • 6 mnths back, Mohammad Shami was nowhere near being considered for white ball cricket, but some outstanding performances has ensured he plays his 2nd World Cup. Him & Jadeja have fought their way back in .There will be few disappointed players but best wishes to Team India #CWC19 pic.twitter.com/tqjm2nAwAM

    — Mohammad Kaif (@MohammadKaif) April 15, 2019 " class="align-text-top noRightClick twitterSection" data=" ">

ସେହିପରି ଆଇପିଏଲର ଦଳ ଗୁଡିକ ମଧ୍ୟ ନିଜ ନିଜ ଦଳରେ ସାମିଲ ଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେକେଆର ନିଜ ଦଳ ଅଧିନାୟକ ପାଇଁ ଲେଖିଛି, କଠିନ ପରିଶ୍ରମ ନିଶ୍ଚିତ ଫଳ ଦେଇଥାଏ । ୱେଲ ଡନ କ୍ୟାପ୍ଟେନ । ସେହିପରି ଦଳର ଅନ୍ୟତମ ସ୍ପିନରଙ୍କ କୁଳହୀପ ଯାଦବଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇ କେକେଆର।

ମାତ୍ର ଅନ୍ୟ କିଛି ପୂର୍ବତନ କ୍ରିକେଟର ପନ୍ତଙ୍କୁ ଦଳରେ ସାମିଲ ନ କରିବା ନେଇ ସମାଲୋଚନା କରିଛନ୍ତି ।

Intro:Body:

ଭଦ୍ରକ: ଜିଲ୍ଲାରେ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 1 ହଜାର 292ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ । ଏହି ସମସ୍ତ ମତଦାନ କେନ୍ଦ୍ରରେ କିପରି ଭାବେ ସୂଚାରୁ ରୂପେ ମତଦାନ ହୋଇପାରିବ ସେ ନେଇ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଏକ ସମ୍ମନ୍ବୟ ସମୀକ୍ଷା ବୈଠକ କରାଯାଇଛି। 

ଏଥିରେ ଜେନେରାଲ ଅବଜର୍ଭର, ଏକ୍ସପେଣ୍ଡିଚର ଅବଜର୍ଭର, ପୋଲିସ ଅବଜର୍ଭରଙ୍କ ସମେତ ନିର୍ବାଚନ ଦାୟିତ୍ଵରେ ଥିବା ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନିଶାଦ୍ରବ୍ୟ ନିୟନ୍ତ୍ରଣ, ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖାଯାଇଛି। 

ସେହିପରି ଭୋଟଦାନବେଳେ ଭିନ୍ନକ୍ଷମଙ୍କ ପାଇଁ କିପରି ସୁବିଧା ସୁଯୋଗ କରାଯାଇପାରିବ, ସେ ନେଇ ବିସ୍ତୃତ ଭାବେ ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ଆଲୋଚନା କରିଥିଲା ଆମ ଟିମ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.