ETV Bharat / sports

ଇଣ୍ଡିଜ୍‌-ଏ' ବିପକ୍ଷରେ ଇଣ୍ଡିଆ-ଏ'ର ବିରାଟ ବିଜୟ - ଇଣ୍ଡିଆ-ଏ'

ରବିବାର ଖେଳାଯାଇଥିବା ଅନ୍‌ଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ-ଏ' 8 ୱିକେଟରେ ଓ୍ବେଷ୍ଟଇଣ୍ଡିଜ-ଏ'କୁ ପରାସ୍ତ କରିଛି । ଏଥିସହିତ 5 ମ୍ୟାଚ୍‌ ବିଶିଷ୍ଟ ସିରିଜକୁ 4-1ରେ ବ୍ୟବଧାନରେ ଜିତିନେଇଛି ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 22, 2019, 10:36 PM IST

ଆଣ୍ଟିଗୁଆ: ଭାରତୀୟ ଜାତୀୟ ଦଳର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ଇଣ୍ଡିଜ୍‌ ମାଟିରେ କମାଲ କରି ଆସିଛି ଭାରତ-ଏ ଦଳ । ରବିବାର ଖେଳାଯାଇଥିବା ଅନ୍‌ଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ-ଏ' 8 ୱିକେଟରେ ଓ୍ବେଷ୍ଟଇଣ୍ଡିଜ-ଏ'କୁ ପରାସ୍ତ କରିଛି । ଏଥିସହିତ 5 ମ୍ୟାଚ୍‌ ବିଶିଷ୍ଟ ସିରିଜକୁ 4-1ରେ ବ୍ୟବଧାନରେ ଜିତିନେଇଛି ଦଳ ।

237 ରନ୍‌ର ପିଛା କରୁଥିବା ଭାରତୀୟ ଦଳ ପାଇଁ ଋତୁରାଜ ଗାଏକ୍ୱାଡ ଓ ଶୁବମନ ଗିଲ୍‌ଙ୍କ ଓପନିଂ ଯୋଡ଼ି 110ରନ୍‌ ଯୋଡିଥିଲେ । ଏହାପରେ ଗାଏକ୍ୱାଡଙ୍କ ସହ ଶ୍ରେୟାସ ଆୟାର ଦ୍ୱିତୀୟ ୱିକେଟ ପାଇଁ ଉଭୟେ 112ରନର ପାଳି ଖେଳିଥିଲେ । ତେବେ ଗାଏକ୍ୱାଡ 99 ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ । ଏହିଠାରୁ ଆୟାର ଓ ଅଧିନାୟକ ମନୀଷ ପାଣ୍ଡେ ଭ୍ରମଣକାରୀ ଦଳକୁ ବିଜୟୀ କରାଇଥିଲେ । ଆୟାର 61 ଓ ପାଣ୍ଡେ 7 ରନ୍‌ କରି ଅପରାଜିତ ଥିଲେ ।

ତେବେ ନବଦୀପ ସାଇନି, ଦୀପକ ଚହର ଓ ରାହୁଲ ଚହରଙ୍କ ଆଟାକିଂ ବୋଲିଂ ଦ୍ବାରା ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ 236 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଘରୋଇ ଦଳ ପକ୍ଷରୁ ସୁନୀଲ ଆମ୍ବ୍ରିସ 61 ଓ ଶେର୍ଫାନେ ରଦରଫର୍ଡ 65 ରନ୍‌ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.