ETV Bharat / sports

ବାରବାଟୀରେ ସାଇ ହୋପଙ୍କ ବଡ ରେକର୍ଡ - fastest batsman to score 3000

ୱେଷ୍ଟଇଣ୍ଡିଜ ଓପନର ସାଇ ହୋପ ଦିନିକିଆ କ୍ରିକେଟରେ ଦ୍ରୁତ 3000 ରନ ପୂରଣ କରିବାରେ 2ୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଅଧିକ ପଢନ୍ତୁ...

IND vs WI
IND vs WI
author img

By

Published : Dec 22, 2019, 6:20 PM IST

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ୟ ଦିନିକିଆ ମ୍ୟାଚ ଖେଳାଯାଉଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ 315 ରନ କରିଛି । ୱେଷ୍ଟଇଣ୍ଡିଜ ଓପନର ସାଇ ହୋପ ବଡ ରେକର୍ଡର ଅଧିକାରୀ ହୋଇଛନ୍ତି।

ହୋପ୍ ଦିନିକିଆ କ୍ରିକେଟରେ ଦ୍ରୁତ 3000 ରନ ପୂରଣ କରିବାରେ 2ୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ମୋଟ 67ଟି ଅନ୍ତର୍ଜାତୀୟ ଦିନିକିଆରୁ ହୋପ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି।

IND vs WI
ସାଇ ହୋପ

ସାଇ ହୋପ୍ 5ଟି ଚୌକା ସହାୟତାରେ 42 ରନର ଇଂନିସ ଖେଳିଥିଲେ। ମ୍ୟାଚର 20 ତମ ଓଭରରେ ମହମ୍ମଦ ସାମିଙ୍କ ଦ୍ବାରା ଆଉଟ ହୋଇ ପାଭିଲିୟନ ଫେରିଥିଲେ ହୋପ। ଦ୍ରୁତ 3000 ରନ ହାସଲ କରିବା ରେକର୍ଡ ଦକ୍ଷିଣ ଆଫ୍ରିକାର ଓପନର ହାସିମ ଅମଲାଙ୍କ ନାମରେ ରହିଛି। ଆମଲା 57ଟି ଦିନିକିଆ ଇଂନିସରୁ 3000 ରନ ପୂରଣ କରିଥିଲେ। ପାକିସ୍ତାନର ବାବର ଆଜାମ 68ଟି ଓ ପୂର୍ବତନ ଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡସ 69ଟି ଇଂନିସରୁ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.