ETV Bharat / sports

ଭାରତ ବନାମ ଦକ୍ଷିଣ ଆଫ୍ରିକା: ତିନି ବର୍ଷ ପରେ ଘରୋଇ ମୈଦାନରେ ରାହାଣେଙ୍କ ଶତକ - ତିନି ବର୍ଷ ପରେ ଘରୋଇ ମୈଦାନରେ ରାହାଣେଙ୍କ ଶତକ

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ନିଜର 11 ତମ ଶତକ ହାସଲ କରିଛନ୍ତି । ସେ ତିନି ବର୍ଷ ପରେ ଶତକ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@BCCI
author img

By

Published : Oct 20, 2019, 12:13 PM IST

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଶତକ । ନିଜ ଟେଷ୍ଟ କ୍ୟାରିୟରର 11 ତମ ଶତକ ହାସଲ କଲେ ରାହାଣେ ।

ସେ 169 ବଲରେ 14 ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ସେ ଏହି ଶତକ ହାସଲ କରିଛନ୍ତି । ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ରେ ଶୀର୍ଷ 10 ଜଣଙ୍କ ଭିତରେ ସ୍ଥାନ ପାଇଥିବା ଅଜିଙ୍କ୍ୟ ରାହାଣେ ଘରୋଇ ମୈଦାନରେ ତିନି ବର୍ଷ ପରେ ଶତକ ହାସଲ କରିଛନ୍ତି ।

ରାହାଣେ ଭାରତରେ ନିଜର ଶେଷ ଶତକ 2016 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଥିଲେ । ସେ ଏହି ମ୍ୟାଚ୍‌ରେ 188 ରନର ପାଳି ଖେଳିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଏହା ତୃତୀୟ ଶତକ ।

Intro:Body:

रांची: दक्षिण अफ्रीका के खिलाफ खेले जा रहे तीसरे टेस्ट मैच में भारतीय टीम के उपकप्तान अजिंक्य रहाणे ने शानदार पारी खेलते हुए शतक जड़ा है.  रहाणे ने करियर का 11वां शतक लगाया.

अजिंक्य रहाणे ने 169 गेंदों में 14 चौके और 1 छक्का की मदद अपना शतक पूरा किया. रोहित और रहाणे के बीच 200 रनों से अधिक की साझेदारी हो गई है. 

आइसीसी टेस्ट रैंकिंग में टॉप 10 में चल रहे अजिंक्य रहाणे ने घरेलू मैदान पर तीन साल बाद शतक लगाया है.  रहाणे ने भारत में अपना आखिरी टेस्ट शतक 2016 में ठोका था.  उस दौरान रहाणे ने न्यूजीलैंड के खिलाफ 188 रन की पारी खेली थी. हालांकि, रहाणे का दूसरी सीरीज में ये लगातार दूसरा शतक है। इससे पहले वेस्टइंडीज  के खिलाफ उनके बल्ले से शतकीय पारी निकली. 

अजिंक्य रहाणे ने तीसरी टेस्ट सेंचुरी साउथ अफ्रीका के खिलाफ पूरी की है. इससे पहले वे किसी भी देश के खिलाफ सबसे ज्यादा दो सेंचुरी जड़ पाए थे. रहाणे ने न्यूजीलैंड, श्रीलंका और वेस्टइंडीज के खिलाफ अब तक 2-2 सेंचुरी जड़ी हैं.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.