ETV Bharat / sports

4ର୍ଥ ଟି-20: ନ୍ୟୁଜିଲାଣ୍ଡ ସାମ୍ନାରେ 166 ରନର ବିଜୟ ଲକ୍ଷ୍ୟ - ନ୍ୟୁଜିଲାଣ୍ଡ ସାମ୍ନାରେ 166 ରନ ବିଜୟ ଲକ୍ଷ୍ୟ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-20 ସିରିଜର 4ର୍ଥ ମ୍ୟାଚ ସ୍କାଏ ଷ୍ଟାଡିୟମ ୱେଲିଂଟନରେ ଖେଳାଯାଉଛି । ନିର୍ଧାରିତ 20 ଓଭରରେ 165 ରନ ସଂଗ୍ରହ କରିଛି ଭାରତୀୟ ଦଳ । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ 166 ରନ ବିଜୟ ଲକ୍ଷ୍ୟ ରହିଛି ।

IND Vs NZ
ନ୍ୟୁଜିଲାଣ୍ଡ ସାମ୍ନାରେ 166 ରନର ବିଜୟ ଲକ୍ଷ୍ୟ
author img

By

Published : Jan 31, 2020, 2:32 PM IST

ୱେଲିଂଟନ: ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-20 ସିରିଜର 4ର୍ଥ ମ୍ୟାଚ ସ୍କାଏ ଷ୍ଟାଡିୟମ ୱେଲିଂଟନରେ ଖେଳାଯାଉଛି । ନ୍ୟୁଜିଲାଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମ ବ୍ୟାଟିଂ କରିଥିଲା ଭାରତ । ନିର୍ଦ୍ଧାରିତ 20 ଓଭରରେ 165 ରନ ସଂଗ୍ରହ କରିଛି ଭାରତୀୟ ଦଳ । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ 166 ରନ ବିଜୟ ଲକ୍ଷ୍ୟ ରହିଛି ।

ଦଳ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ 50 ରନର ଇଂନିସ ଖେଳିଛନ୍ତି । ପାଣ୍ଡେ 36 ବଲରୁ 3 ଚୌକା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତର ସ୍କୋର 150 ପାର କରାଇଥିଲେ । ଓପନର କେ ଏଲ ରାହୁଲ 39 ଓ ଶାର୍ଦ୍ଦୁଳ ଠାକୁର 20 ରନ କରିଥିଲେ । ତେବେ କ୍ୟାପଟେନ କୋହଲି, ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ସଞ୍ଜୁ ସାମସନ, ଶ୍ରେୟସ ଆୟର ଓ ଶିବମ ଦୁବେ ଫେଲ ମାରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନର ଇସ ଶୋଧି ସର୍ବାଧିକ 3ଟି ଓ ହାମିସ ବେନ୍ନଟ 2ଟି ୱିକେଟ ଅକ୍ତିଆର କରିଛନ୍ତି । କ୍ୟାପଟେନ ଟିମ ସାଉଦି ଓ ସ୍କକ କୁଗଲେଜେନ, ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.