ETV Bharat / sports

ମନ ମୋହୁଛି ମୋଟେରା, ପ୍ରଶଂସାରେ ଶତମୁଖ ପାଣ୍ଡ୍ୟା

ନବକଳେବର ପରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ, 'ମୋଟେରା' ଷ୍ଟାଡିୟମ ସୁନ୍ଦର ରୂପରେ ସଜେଇ ହୋଇଛି । ଫଳରେ ପ୍ରଶଂସକଙ୍କୁ ଠାରୁ ନେଇ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନ ମୋହୁଛି । ଅଧିକ ପଢନ୍ତୁ...

author img

By

Published : Feb 19, 2021, 9:36 PM IST

Ind vs Eng: Hardik feels 'surreal' to be at world's largest cricket stadium
ମନ ମୋହୁଛି ମୋଟେରା, ପ୍ରଶଂସାରେ ଶତମୁଖ ପାଣ୍ଡ୍ୟା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୋଟେରା ଷ୍ଟାଡିୟମରେ ଉଠାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପାଣ୍ଡ୍ୟା ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ 'ଅସଲି' ବୋଲି କହିବା ସହ ଖୁସିବ୍ୟକ୍ତ କରିଛନ୍ତି ।

ନବକଳେବର ପରେ ମୋଟେରା ଷ୍ଟାଡିୟମ ସୁନ୍ଦର ରୂପରେ ସଜେଇ ହୋଇଛି । ଫଳରେ ପ୍ରଶଂସକଙ୍କୁ ଠାରୁ ନେଇ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନ ମୋହୁଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟେରା ଷ୍ଟାଡିୟମରେ ଆଗାମୀ ଟେଷ୍ଟ ଦିବାରାତ୍ର ଟେଷ୍ଟ ଖେଳାଯିବ । ସେଥିପାଇଁ ଗୁରୁବାର ଉଭୟ ଟିମ ଅହମ୍ମଦାବାଦରେ ପହଞ୍ଚିସାରିଛନ୍ତି । ଭାରତୀୟ ଟିମ ଅଭ୍ୟାସ ମଧ୍ୟ ଆରମ୍ଭ କରିସାରିଛି । ଫେବ୍ରୁଆରୀ 24ରୁ ଏହି ବହୁ ପ୍ରତିକ୍ଷୀତ ଟେଷ୍ଟ ଆରମ୍ଭ ହେବ ।

ଟିମ ଇଣ୍ଡିଆର ଅଭ୍ୟାସ

ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଦ୍ରୁତ ବୋଲର ଉମେଶ ଯାଦବ ଦଳରେ ସାମିଲ ହେବାନେଇ ବୁଧବାର ବିସିସିଆଇର ଚୟନକର୍ତ୍ତା କମିଟି ଘୋଷଣା କରିଛି । ଉମେଶଙ୍କୁ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ସ୍କ୍ବାଡରେ ସାମିଲ କରାଯାଇଛି । ମାତ୍ର ତାଙ୍କୁ ଫିଟ୍‌ନେସ ଟେଷ୍ଟରେ ପାସ୍‌ ହେବାକୁ ପଡିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.