ETV Bharat / sports

ଭାରତ-ବାଂଲାଦେଶ ମ୍ୟାଚ; ମାତ୍ର 50ଟଙ୍କାରେ ମିଳିବ ଟିକେଟ୍

author img

By

Published : Oct 30, 2019, 10:17 AM IST

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ପ୍ରଥମ ଦିବାରାତ୍ର ଟେଷ୍ଟରେ ଟିକେଟ ମୂଲ୍ୟ ମାତ୍ର 50 ଟଙ୍କା । ଏହା ଘୋଷଣା କରିଛି ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ ।

ଫଟୋ : ଫାଇଲ ଫଟୋ

ହାଇଦ୍ରାବାଦ: ଆସନ୍ତା 22 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ପ୍ରଥମ ଦିବାରାତ୍ର ଟେଷ୍ଟ ଐତିହାସିକ ହେବ । ଏହି ମ୍ୟାଚକୁ ଐତିହାସିକ କରିବା ପାଇଁ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ ଜୋରସରରେ କାର୍ଯ୍ୟ କରୁଛି ।

କୋଲକାତାର 68 ହଜାର କ୍ଷମତା ବିଶିଷ୍ଟ ଇଡେନ ଗାର୍ଡେନ ଷ୍ଟାଡିୟମ ଦର୍ଶକ ସଂଖ୍ୟା ବୃଦ୍ଧି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦର୍ଶକ ସଂଖ୍ୟା ବୃଦ୍ଧି କରିବା ପାଇଁ ଟିକେଟ ଦର କମ ରଖାଯାଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ସର୍ବନିମ୍ନ 50 ଟଙ୍କାରେ ଟିକେଟ ମିଳିବ ।

ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ ଦିବରାତ୍ର ଟେଷ୍ଟକୁ ସଫଳ ଆୟୋଜନ କରିବା ପାଇଁ ଚେଷ୍ଟା କରାଯାଇଛି । ଏହି ଦିବରାତ୍ର ଟେଷ୍ଟ ପାଇଁ ବିସିସିଆଇ ମ୍ୟାଚର ସମୟ ଘୋଷଣା କରାଗଲେ ଟିକେଟ ଛପା ପାଇଁ ଦିଆଯିବ । ଷ୍ଟାଡିୟମକୁ ସ୍କୁଲ ଛାତ୍ର ଓ ସ୍ଥାନୀୟ ଗାଁରୁ ମଧ୍ୟ ଲୋକଙ୍କୁ ଅଣାଯିବ । ଏହାଛଡା ମ୍ୟାଚର ଟିକେଟ 50, 100,150 ଟଙ୍କାରେ ମିଳିବ ବୋଲି ସିଏବି ସଚିବ ଅଭିଷେକ ଡାଲମିଆ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.