ନୂଆଦିଲ୍ଲୀ: ସବୁ ଆଶଙ୍କାର ଶେଷ ହୋଇଛି । ଅରୁଣ ଜେଟଲି ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ପ୍ରଥମ ଟି20 । ଟସ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି କରିଛି ।
ଫଳରେ ପ୍ରଥମେ ଆମନ୍ତ୍ରଣ ପାଇଁ ବ୍ୟାଟିଂ କରୁଛି ଭାରତ । ଭାରତୀୟ ଦଳରେ ଶୁଭମ ଦୁବେ ଡେବ୍ୟୁ କରିଛନ୍ତି ।
ଭାରତୀୟ ଚୁଡାନ୍ତ ଏକାଦଶ:
ରୋହିତ ଶର୍ମା(କ୍ୟାପଟେନ), ରୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ରିଷଭ ପନ୍ତ(ୱିକେଟକିପର), କ୍ରୁନାଲ ପାଣ୍ଡ୍ୟା, ଶିବମ ଦୁବେ, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଦିପକ ଚହର, ଖଲିଲ ଅହମ୍ମଦ
ବାଂଲାଦେଶ ଚୁଡାନ୍ତ ଏକାଦଶ:
ଲିଟନ ଦାସ, ସୌମ୍ୟ ସରକାର, ମହମ୍ମଦ ନୈମ, ମୁସ୍ତାଫିଜୁର ରେହମାନ, ମୁସଫିକର ରେହମାନ(ୱିକେଟକିପର), ମହମ୍ମଦୁଲ୍ଲା(କ୍ୟାପଟେନ), ଆଫିଫ ହୁସେନ, ମୋସଦେକ ହୁସେନ, ଆମିନୁଲ ଇସଲାମ, ସାଫିଉଲ ଇସଲାମ, ଅଲ ଅମିନ ହୁସେନ ।