ETV Bharat / sports

ଫିଟନେସ ଟେଷ୍ଟରେ ଉମେଶ ପାସ୍, ଦଳକୁ ଫେରିଲେ

author img

By

Published : Feb 22, 2021, 8:58 PM IST

ଫିଟନେସ ଟେଷ୍ଟରେ ପାସ୍‌ ପରେ ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଉମେଶ ଯାଦବ । ଅଧିକ ପଢନ୍ତୁ...

ind v eng: Umesh Yadav added to India Test squad
ଫିଟନେସ ଟେଷ୍ଟରେ ଉମେଶ ପାସ୍ , ସ୍କ୍ବାଡରେ ସାମିଲ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଟିମ ପାଇଁ ଏକ ଶୁଭ ଖବର ସାମ୍ନାକୁ ଆସିଛି । ଟିମର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ନିଜର ଫିଟନେସ ଟେଷ୍ଟରେ ପାସ୍‌ ହୋଇଛନ୍ତି । ଏହାପରେ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଟିମରେ ସାମିଲ ହୋଇଛନ୍ତି ।

ଅଷ୍ଟ୍ରେଲିଆ ସିରିଜରେ ମାଂସପେଶୀ ଜନିତ ଆହତ କାରଣରୁ ଦଳରୁ ବାଦ ପଡିଥିଲେ ଯାଦବ । ପରେ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ମଧ୍ୟ ଫିଟ୍‌ ହୋଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.