ETV Bharat / sports

ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚବ୍ରେକ ସୁଦ୍ଧା 6 ଓ୍ବିକେଟ ହରାଇ 351ରନ୍‌ରେ ଆଗୁଆ ଭାରତ

author img

By

Published : Feb 15, 2021, 12:26 PM IST

ଭାରତ- ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚର 3ୟଦିନର ଖେଳ ଜାରି ରହିଛି । 3ୟ ଦିନର ଲଞ୍ଚବ୍ରେକ୍‌ ସୁଦ୍ଧା 6 ଓ୍ବିକେଟ ହରାଇ 156 ରନ୍‌ କରିଛି ଟିମ୍‌ ଇଣ୍ଡିଆ ଓ 351 ରନ୍‌ରେ ଆଗୁଆ ରହିଛି ।

ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚବ୍ରେକ ସୁଦ୍ଧା 6 ଓ୍ବିକେଟ ହରାଇ 351ରନ୍‌ରେ ଆଗୁଆ ଭାରତ
ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚବ୍ରେକ ସୁଦ୍ଧା 6 ଓ୍ବିକେଟ ହରାଇ 351ରନ୍‌ରେ ଆଗୁଆ ଭାରତ

ଚେନ୍ନାଇ: ଭାରତ- ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚର 3ୟଦିନର ଖେଳ ଜାରି ରହିଛି । 3ୟଦିନର ଖେଳ ଆରମ୍ଭରୁ ହିଁ କ୍ରମାଗତ ଭାବେ ଟିମ୍‌ ଇଣ୍ଡିଆ ଓ୍ବିକେଟ ହରାଇଥିଲା ।

ପୂଜାରା 7, ରୋହିତ 26, ପନ୍ତ 8, ରାହାଣେ 10ରନ୍‌ରେ ଆଉଟ୍‌ ହୋଇଥିଲେ । ସେତେବଳକୁ ଭାରତ 86 ରନ୍‌ରେ 5ଟି ଓ୍ବିକେଟ ହରାଇ ସାରିଥିଲା । ଏହାପରେ ଅଧିନାୟକ ବିରାଟ କୋହଲି ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍‌ ଦେଖିବାକୁ ମିଳିଥିଲା । କିନ୍ତୁ ଅକ୍ଷର 7ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ କୋହଲି ଓ ଅଶ୍ବିନଙ୍କ ମଧ୍ୟରେ 50ରନ୍‌ର ପାର୍ଟନରସିପ୍‌ ରନ୍‌ ଦେଖିବାକୁ ମିଳିଥିଲା ।

3ୟ ଦିନର ଲଞ୍ଚବ୍ରେକ୍‌ ସୁଦ୍ଧା 6ଓ୍ବିକେଟ ହରାଇ 156ରନ୍‌ କରିଛି ଟିମ୍‌ ଇଣ୍ଡିଆ ଓ 351ରନ୍‌ରେ ଆଗୁଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.