ETV Bharat / sports

ନୂଆ ରୂପରେ ଟେଷ୍ଟ କ୍ରିକେଟ: ଜର୍ସି ପଛରେ ଲେଖାହେବ ନାଁ-ନମ୍ବର

ହ୍ୱାଇଟ କ୍ରିକେଟରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଟେଷ୍ଟ ଜର୍ସିରେ ଲେଖାଯିବ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 23, 2019, 10:02 PM IST

Updated : Jul 23, 2019, 10:21 PM IST

ଲଣ୍ଡନ: ନାଲି ବଲ, ଧଳା ଜର୍ସି କିନ୍ତୁ ବଦଳି ଯିବ ଜର୍ସିର ପଛ ପଟ ଚିତ୍ର । ହ୍ୱାଇଟ କ୍ରିକେଟରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଟେଷ୍ଟ ଜର୍ସିରେ ଲେଖାଯିବ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର । ଆଗାମୀ ଆସେସ୍ ସିରିଜରୁ ଏହାର ଶୁଭାରମ୍ଭ ହେବାକୁ ଯାଉଛି । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଓ ଆଇସିସି ସୂଚନା ଦେଇଛି ।

In a first in test cricket
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଦିନିକିଆ ଓ ଟି-20 ଫର୍ମାଟରେ ଖେଳାଳିଙ୍କ ଜର୍ସିରେ ନାମ ଓ ନମ୍ବର ଲେଖା ହୋଇଆସୁଥିଲା । ମାତ୍ର ଟେଷ୍ଟ କ୍ରିକେଟରେ ସେହି ପୁରୁଣା ପରମ୍ପରା ଚାଲିଆସୁଥିଲା । ମାତ୍ର ଏହାର ଅନ୍ତ ହେବାକୁ ଯାଉଛି । ତେବେ ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଫଟୋ ଟ୍ବିଟ କରି ଟେଷ୍ଟ ଜର୍ସିର ନୂଆ ରୂପ ସେୟାର କରିଛି । ଯେଉଁଥିରେ ଜୋ ରୁଟ୍‌ଙ୍କ ଜର୍ସି ପଛରେ ତାଙ୍କ ନାମ ଓ ତାଙ୍କ ଜର୍ସି ନମ୍ବ 66 ବୋଲି ଲେଖା ରହିଛି ।

In a first in test cricket
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆଗାମୀ ଅଗଷ୍ଟ 1ରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ଆସେସ ସିରିଜରୁ ଏହା ଲାଗୁ ହେବ ।

Intro:Body:

5

Conclusion:
Last Updated : Jul 23, 2019, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.