ETV Bharat / sports

ଆଉ ଦୁଇ ପାକିସ୍ତାନ କ୍ରିକେେଟରଙ୍କ ରିପୋର୍ଟ ନେଗେଟିଭ, ଇଂଲଣ୍ଡ ପାଇଁ ଅନୁମତି

author img

By

Published : Jul 6, 2020, 5:56 PM IST

ପାକିସ୍ତାନର ଆଉ କ୍ରିକେଟର କୋରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଇମ୍ରାନ ଖାନ ଓ କାଶିଫ ଭାତୀ ପୂର୍ବରୁ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ।

Imran Khan Kashif Bhatti test negative for COVID-19, will fly to UK
ଆଉ ଦୁଇ ପାକିସ୍ତାନ କ୍ରିକେେଟରଙ୍କ ରିପୋର୍ଟ ନେଗେଟିଭ, ଇଂଲଣ୍ଡ ପାଇଁ ଅନୁମତି

ଲଣ୍ଡନ: ପାକିସ୍ତାନର ଆଉ କ୍ରିକେଟର କୋରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଇମ୍ରାନ ଖାନ ଓ କାଶିଫ ଭାତୀ ପୂର୍ବରୁ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଦ୍ବିତୀୟ ଥର ପାଇଁ ଟେଷ୍ଟ ରିପୋର୍ଟ ନେଗେଟିଭ ଜଣାପଡିବା ପରେ, ଉଭୟଙ୍କୁ ଇଂଲଣ୍ଡ ପାଇଁ ଅନୁମତି ମିଳିଛି ।

ଜୁଲାଇ ପହିଲାରେ ହାଇଦର ଅଲ୍ଲୀ, ଇମ୍ରାନ ଖାନ ଓ ଭାତୀଙ୍କ ରିପୋର୍ଟ ପ୍ରଥମ ଥର ନେଗେଟିଭ ଆସିଥିଲା । ହାଇଦାର ଅଲ୍ଲୀ ରବିବାର ଦ୍ବିତୀୟ ଥର ପାଇଁ ନେଗେଟିଭ ଥିବା ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ ।

ବୁଧବାର ରିପୋର୍ଟ ନେଗେଟିଭ ଥିବା ଖେଳାଳି, ଲାହୋରରୁ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବେ । ପାକିସ୍ତାନ ଟିମ ବର୍ତ୍ତମାନ ଇଂଲଣ୍ଡରେ ଗସ୍ତରେ ରହିଛି । ଏହି ଗସ୍ତରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3ଟିକିଆ ଟେଷ୍ଟ ସିରିଜ ଓ ସମାନ ସଂଖ୍ୟକ ଟି-20 ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.