ETV Bharat / sports

ଆଇସିସି ମହିଳା ଟି-20 ବିଶ୍ବକପ: ଶ୍ରୀଲଙ୍କା ଦଳ ଘୋଷିତ

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ମହିଳା ଟି-20 ବିଶ୍ବକପ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ । ଅଧିକ ପଢନ୍ତୁ...

author img

By

Published : Jan 28, 2020, 9:02 PM IST

ICC Womens T-20 WorldCup
ଆଇସିସି ମହିଳା ଟି-20 ବିଶ୍ବକପ

କଲମ୍ବୋ: ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ମହିଳା ଟି-20 ବିଶ୍ବକପ । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଦଳ ପ୍ରସ୍ତୁତି ଚଳାଇଛନ୍ତି ।

ତେବେ ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମହିଳା ଟି-20 ବିଶ୍ବକପ ଦଳ ଘୋଷଣା କରିଛି ।

ICC Womens T-20 WorldCup
ଫଟୋ ସୌଜନ୍ୟ: twitter@T20WorldCup

ଆଇସିସି ମହିଳା ଟି-20 ବିଶ୍ବକପ ପାଇଁ ଶ୍ରୀଲଙ୍କା ଦଳ:
ଚମାରି ଆଟାପଟ୍ଟୁ (କ୍ୟାପଟେନ), ହର୍ଶିଥା ମଧାବି, ଅନୁସ୍କା ସଞ୍ଜୀବନି, ହନସିମା କରୁଣାରତ୍ନେ, ଶଶିକଳା ଶିରିୱାରଦେନି, ନିଳାକ୍ଷି ଡି ସିଲଭା, ଆମା କାଞ୍ଚାନା, କବିସା ଦିଲହାରୀ, ଉଦ୍ଦେଶିକା ପ୍ରୋବଧାନି, ଅଚିନି କୁଲସିରିୟା, ହସିନି ପରେରା, ସାଥିୟା ସନ୍ଦିପନି, ଉମେଶ ଥିମାଶିନି, ସୁଗନ୍ଦିକା କୁମାରୀ, ଦିଲୀନୀ ମନଦୋରା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.