ETV Bharat / sports

ଆଇିସିସି ମହିଳା ଦିନିକିଆ ମାନ୍ୟତା: ଟପ-10ରେ 3 ଭାରତୀୟ ବୋଲର - ଭାରତୀୟ ଖେଳାଳିଙ୍କ ଦମଦବା

ଆଇସିସି ମହିଳା ଦିନିକିଆ ରାକିଂରେ ଶ୍ରେଷ୍ଠ 10ମ ସ୍ଥାନ ମଧ୍ୟରେ ଭାରତର 3 ବୋଲର ରହିଛନ୍ତି ।

ICC womens ODI Ranking
ଆଇିସିସି ମହିଳା ଦିନିକିଆ ରାକିଂ
author img

By

Published : Jan 31, 2020, 7:07 PM IST

Updated : Jan 31, 2020, 11:57 PM IST

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ରାକିଂ । ଏଥିରେ ବୋଲିଂ ତାଲିକାରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ବୋଲିଂ ତାଲିକାର ଶ୍ରେଷ୍ଠ 10ମ ସ୍ଥାନ ମଧ୍ୟରେ ଭାରତର 3 ବୋଲର ରହିଛନ୍ତି । ଝୁଲଣ ଗୋସ୍ବାମୀ 691 ପଏଣ୍ଟ ସହ ଷଷ୍ଠ, ପୁନମ ଯାଦବ 679 ପଏଣ୍ଟ ସହ ସପ୍ତମ ଓ ଶିଖା ପାଣ୍ଡେ 675 ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ତାଲିକାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଜେସ ଜୋନାସେନ । 2ୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ମାରିଜେନ କାପ ଓ 3ୟ ସ୍ଥାନରେ ମେଗାନ ସ୍କଟ ରହିଛନ୍ତି ।

ICC womens ODI Ranking
ସ୍ମୃତି ମାନ୍ଧାନା

ବ୍ୟାଟିଂ ତାଲିକାରେ ଶ୍ରେଷ୍ଠ 10 ମଧ୍ୟରେ ଏକମାତ୍ର ଭାରତୀୟ ଖେଳାଳି ଭାବେ ଓପନର ସ୍ମୃତି ମାନ୍ଧାନା ରହିଛନ୍ତି । ମାନ୍ଧାନା 732 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛନ୍ତି । ବ୍ୟାଟିଂ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜର ଷ୍ଟେଫିନ ଟେଲର । 2ୟ ସ୍ଥାନରେ ଅଷ୍ଟ୍ରେଲିଆର ଆଲିସା ହେଲି ଓ 3ୟରେ ଏଲିସ ପେରୀ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Jan 31, 2020, 11:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.