ETV Bharat / sports

ଆଇସିସି ଟେଷ୍ଟ ରାକିଂ: କୋହଲି ଶ୍ରେଷ୍ଠ, ରାହାଣେ ଷଷ୍ଠ

ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାକିଂ ମାନ୍ୟତା । ସଦ୍ୟ ପ୍ରକାଶିତ ତାଲିକାରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।

ICC Test Rankings
ଆଇସିସି ଟେଷ୍ଟ ରାକିଂ
author img

By

Published : Jan 25, 2020, 2:39 PM IST

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାକିଂ ମାନ୍ୟତା । ସଦ୍ୟ ପ୍ରକାଶିତ ତାଲିକାରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ଶ୍ରେଷ୍ଠ 10 ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି ।

ICC Test Rankings
ଆଇସିସି ଟେଷ୍ଟ ରାକିଂ

ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ 928 ପଏଣ୍ଟ ସହ କୋହଲି ପ୍ରଥମ, 911 ପଏଣ୍ଟ ସହ ଷ୍ଟିଭ ସ୍ମିଥ 2ୟ ଓ ମାର୍ନସ ଲବୁସାନ 827 ପଏଣ୍ଟ ସହ 3ୟ ସ୍ଥାନରେ ରହିଛନ୍ତି ।

ICC Test Rankings
ଆଇସିସି ଟେଷ୍ଟ ରାକିଂ
ସେହିପରି ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ପାଟ କମିନ୍ସ 904 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । 852 ପଏଣ୍ଟ ସହ ନେଲ ୱାଗନର 2ୟ, ଇଣ୍ଡିଜ କ୍ୟାପଟେନ ଜେଶନ ହୋଲଡର 803 ପଏଣ୍ଟ ସହ 3ୟ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା 810 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.