ETV Bharat / sports

ୟୁଏଇ ଖେଳାଳି ନବୀଦ, ଅନୱାର କ୍ରିକେଟରୁ 8 ବର୍ଷ ବାସନ୍ଦ - ବାସନ୍ଦାଦେଶ ଲାଗୁ

ମହମ୍ମଦ ନବୀଦ ଓ ସାଇମନ ଅନୱାର ବଟ୍ଟଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ 8 ବର୍ଷ ଲେଖାଏଁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଅଧିକ ପଢନ୍ତୁ...

ICC slaps 8-year ban on UAE players Naveed, Shaiman for role in match-fixing
ୟୁଏଇ ଖେଳାଳି ନବୀଦ, ଅନୱାର କ୍ରିକେଟରୁ 8 ବର୍ଷ ବାସନ୍ଦ
author img

By

Published : Mar 16, 2021, 7:01 PM IST

ଦୁବାଇ: ୟୁଏଇ କ୍ରିକେଟ ଟିମକୁ ବଡ ଝଟକା । ମହମ୍ମଦ ନବୀଦ ଓ ସାଇମନ ଅନୱାର ବଟ୍ଟଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ 8 ବର୍ଷ ଲେଖାଏଁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଆଇସିସିର ଦୁର୍ନୀତି ନିରୋଧ ଧାରାର ଉଲଂଘନ ଅଭିଯୋଗରେ ଦୁଇ ଖେଳାଳିଙ୍କୁ ଦଣ୍ଡିତ କରିଛି କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ।

2019 ଅକ୍ଟୋବର 16ରୁ ପିଛିଲା ଭାବେ ଏହି ବାସନ୍ଦାଦେଶ ଲାଗୁ ହେବ । 2019ରେ ଖେଳାଯାଇଥିବା ଆଇସିସି ପୁରୁଷ ଟି20 ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଦୁର୍ନୀତି କରିବାକୁ ଚେଷ୍ଟା କରିଥିବା ଜଣାପଡିଛି ।

ଏହାପରେ ଲିଖିତ ଓ ମୌଖିକ ଯୁକ୍ତିପରେ ଶୁଣାଳି କରି ଦୁର୍ନୀତି ନିରୋଧ ଟ୍ରିବ୍ୟୁନାଲ ଉଭୟ ନବୀଦ ଓ ସାଇମନଙ୍କୁ ଧାରା 2.1.1ରେ ଦୋଷୀ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.