ETV Bharat / sports

ଭାରତୀୟ କମ୍ପାନୀ 'ବାଇଜୁ' ଆଇସିସିର ଗ୍ଳୋବାଲ ପାର୍ଟନର

author img

By

Published : Feb 8, 2021, 8:37 PM IST

ଭାରତରେ ହେବାକୁ ଥିବା ଆଇସିସି ପୁରୁଷ ଟି20 ବିଶ୍ବକପ, ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସମେତ ଆଇସିସିର ସମସ୍ତ ଇଭେଣ୍ଟରେ ଗ୍ଳୋବାଲ ପାର୍ଟନର ରହିବ ବାଇଜୁ । ଅଧିକ ପଢନ୍ତୁ...

ICC announces BYJU'S as global partner until 2023
ଭାରତୀୟ କମ୍ପାନୀ 'ବାଇଜୁ' ଆଇସିସିର ଗ୍ଳୋବାଲ ପାର୍ଟନର

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବଡ ଘୋଷଣା । ବର୍ଷ 2021ରୁ 2023 ପର୍ଯ୍ୟନ୍ତ ଆଇସିସିର ଗ୍ଳୋବାଲ ପାର୍ଟନର ହେବ ଭାରତର ବୃହତ ଏଜୁଟେକ କମ୍ପାନୀ, 'ବାଇଜୁ' । ଏନେଇ ସୋମବାର ଘୋଷଣା କରିଛି କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ।

ତିନି ବର୍ଷ ପାଇଁ ହୋଇଥିବା ଏହି ଚୁକ୍ତି ଅନୁଯାୟୀ, ଭାରତରେ ହେବାକୁ ଥିବା ଆଇସିସି ପୁରୁଷ ଟି20 ବିଶ୍ବକପ, ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସମେତ ଆଇସିସିର ସମସ୍ତ ଇଭେଣ୍ଟରେ ବାଇଜୁ ପାର୍ଟନର ରହିବ । ଗ୍ଳୋବାଲ ପାର୍ଟନର ଭାବେ ସମସ୍ତ ଆଇସିସି ଇଭେଣ୍ଟରେ ବାଇଜୁକୁ ଭେନ୍ୟୁ, ବ୍ରଡକାଷ୍ଟ ଓ ଡିଜିଟାଲ ଅଧିକାର ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.