ETV Bharat / sports

ପ୍ରଫେସନାଲ କ୍ରିକେଟରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲଙ୍କ ସନ୍ୟାସ

author img

By

Published : Sep 5, 2020, 11:07 PM IST

ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲ୍ ଶନିବାର ପେଷାଦର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।

Ian Bell announces retirement from professional cricket
ପେଷାଦାର କ୍ରିକେଟରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲଙ୍କ ସନ୍ୟାସ ଘୋଷଣା

ଲଣ୍ଡନ: ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲ ଶନିବାର ପ୍ରଫେସନାଲ୍ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ରବିବାର ଶେଷ ଥର ପାଇଁ କାଉଣ୍ଟି କ୍ରିକେଟ କ୍ଳବ ୱାର୍କସେୟାର ପକ୍ଷରୁ ରେଡ ବଲ କ୍ରିକେଟ ଓ ଆଗାମୀ ସପ୍ତାହରେ ଶେଷ ଟି-20 ମ୍ୟାଚ ଖେଳିବେ ବୋଲି ଘୋଷଣା କରିଛନ୍ତି ।

ଇଂଲଣ୍ଡ ପାଇଁ ସେ 118ଟି ଟେଷ୍ଟ, 161ଟି ଅନ୍ତର୍ଜାତୀୟ ଦିନିକିଆ ଓ 8ଟି ଟି-20 ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ 42.69 ହାରରେ 7,727 ରନ, ଦିନିକିଆରେ 5,416 ରନ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.