ETV Bharat / sports

ସଚିନଙ୍କୁ ‘ହାଓ ଆର ୟୁ ସୋଚିନ’ କହି ଚିଡାଇଲେ ପୂର୍ବତନ ଇଂଲଣ୍ଡ ଅଧିନାୟକ - Michael Vaughan

ମଙ୍ଗଳବାର ଟ୍ବିଟରରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ସଚିନଙ୍କୁ ଚିଡାଇଲା ପରି ଲେଖିଛନ୍ତି । ସେ ଲେଖିଛନ୍ତି,‘ହାଓ ଆର ୟୁ ସୋଚିନ ।

how-are-you-sue-chin-michael-vaughan-asks-tendulkar-after-trump-mispronounced-sachin
‘ହାଓ ଆର ୟୁ ସୋଚିନ’; ସଚିନଙ୍କୁ ଚିଡାଇଲେ ପୂର୍ବତନ ଇଂଲଣ୍ଡ ଅଧିନାୟକ
author img

By

Published : Feb 25, 2020, 2:44 PM IST

ହାଇଦ୍ରାବାଦ: ଅମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୁଲ ଉଚ୍ଚାରଣ ପାଇଁ ଭରାତୀୟ କିମ୍ବଦନ୍ତୀ କ୍ରିକେଟରଙ୍କୁ ସୋସିଆଲ ସାଇଟରେ କମେଣ୍ଟ କରାଯାଉଛି । ମଙ୍ଗଳବାର ଟ୍ବିଟରରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ ସଚିନଙ୍କୁ ଚିଡାଇଲା ପରି ଲେଖିଛନ୍ତି ।

how-are-you-sue-chin-michael-vaughan-asks-tendulkar-after-trump-mispronounced-sachin
‘ହାଓ ଆର ୟୁ ସୋଚିନ’; ସଚିନଙ୍କୁ ଚିଡାଇଲେ ପୂର୍ବତନ ଇଂଲଣ୍ଡ ଅଧିନାୟକ

ସେ ଲେଖିଛନ୍ତି,‘ହାଓ ଆର ୟୁ ସୋଚିନ । ଯେଉଁଥିରେ ସେ ସଚିନଙ୍କୁ ଟ୍ୟାଗ କରିବା ସହ ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତର ହ୍ୟାସ ଟ୍ୟାଗ ଦେଇଛନ୍ତି । ’ ତେବେ ଉଲ୍ଲେଖଥାଉ କି, ଗତକାଲି ଅହମଦାବାଦ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମ ନମସ୍ତେ ଟ୍ରମ୍ପରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦଳର ଅଧିନାୟକ ବିରାଟ କୋହିଲଙ୍କୁ ପ୍ରଶଂସା କରିଥିଲେ । ତେବେ ନିଜର ବକ୍ତବ୍ୟ ଦେଉଥିବା ବେଳେ ସଚିନଙ୍କ ନାମ ଭୁଲ ଉଚ୍ଚାରଣ କରିଥିଲେ । ସଚିନ ତେନ୍ଦୁଲକର ସ୍ଥାନରେ ଟ୍ରମ୍ପ ସୋଚିନ ତେନ୍ଦୁଲକର ବୋଲି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.