ETV Bharat / sports

କ୍ରିକେଟର ବସନ୍ତ ରାଇଜିଙ୍କ ମୃତ୍ୟୁରେ ସଚିନଙ୍କ ଶୋକ - କ୍ରିକେଟର ସଚିନ ତେନ୍ଦୁଲକର

ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ଭେଟେରାନ କ୍ରିକେଟର ବସନ୍ତ ରାଇଜିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

His passion for playing was endearing: Tendulkar condoles demise of Vasant Raiji
କ୍ରିକେଟର ବସନ୍ତ ରାଇଜିଙ୍କ ମୃତ୍ୟୁରେ ସଚିନଙ୍କ ଶୋକ
author img

By

Published : Jun 14, 2020, 1:10 AM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ଭେଟେରାନ କ୍ରିକେଟର କ୍ରିକେଟର ବସନ୍ତ ରାଇଜିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । କ୍ରିକେଟ ପ୍ରତି ବସନ୍ତ ରାଇଜିଙ୍କ ନିଷ୍ଠା ଅବର୍ଣ୍ଣନୀୟ ଥିଲା ବୋଲି କହିଛନ୍ତି ସଚିନ ।

100ତମ ଜନ୍ମଦିବସ ପାଳନ ଅବସରରେ ସଚିନ ଓ ଷ୍ଟିଭ ୱ ବସନ୍ତ ରାଇଜିଙ୍କ ଘରେ ଉପସ୍ଥିତ ରହିଥିଲେ । ପୂର୍ବତନ କ୍ରିକେଟର ଯୁବରାଜ ସିଂହ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

ବର୍ଷ 1940ରେ 9ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ସେ 277 ରନ ସଂଗ୍ରହ କରିଥିଲେ । ରଣଜୀ ଟ୍ରଫିରେ ବମ୍ବେ ଓ ବରୋଦା ପାଇଁ ଓପନର ବ୍ୟାଟ୍ସମ୍ୟାନ ରହିଥିଲେ । ବର୍ଷ 1944-45ରେ ଏକା ମ୍ୟାଚରେ ବରୋଦା ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ଏହି ମ୍ୟାଚର ଉଭୟ ଇଂନିସରେ ମ୍ୟାଚ ବିଜୟୀ 68 ଓ 53 ରନର ଇଂନିସ ଖେଳିଥିଲେ । ପେଷାରେ ସେ ଜଣେ ଦକ୍ଷ ଚାଟାର୍ଡ ଆକାଉଣ୍ଟାଟ ମଧ୍ୟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.