ETV Bharat / sports

କୋରୋନା ମୁକାବିଲା: ଡାକ୍ତର-ନର୍ସଙ୍କୁ ହରଭଜନଙ୍କ କୃତଜ୍ଞତା - COVID-19 lockdown

ଭାରତୀୟ କ୍ରିକେଟର ହରଭଜନ ସିଂହ ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ଭାରତର ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Harbhajan singh thanks docters
କୋରୋନା ମୁକାବିଲା: ଡାକ୍ତର-ନର୍ସଙ୍କୁ ହରଭଜନଙ୍କ କୃତଜ୍ଞତା
author img

By

Published : Apr 5, 2020, 10:02 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ଜାରି ରହିଛି । ତେବେ ଏହି ଲଢେଇରେ ପ୍ରତ୍ୟକ୍ଷ ଯୋଦ୍ଧା ସାଜିଛନ୍ତି ତମାମ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀ । ଏନେଇ ଭାରତୀୟ କ୍ରିକେଟର ହରଭଜନ ସିଂହ ଏହି ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

  • Yes we are indebted to you forever 🙏🙏🙏🙏 doctors,nurses all medical help workers, police and every single one whose out there working for all of us .. Praying for your Saftey 🙏🙏 pic.twitter.com/x4lh4SQKY9

    — Harbhajan Turbanator (@harbhajan_singh) April 4, 2020 " class="align-text-top noRightClick twitterSection" data=" ">

ହରଭଜନ ଟ୍ବିଟ ଯୋଗେଁ ସମସ୍ତ ଡାକ୍ତର, ନର୍ସ ଓ ସ୍ବ୍ୟାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା କାମନା କରିଛନ୍ତି । ଭଜି ଡାକ୍ତରୀ ଟିମଙ୍କ ପ୍ରଶଂସା କରିବା ସହ ଆମେ ଚିର କୃତଜ୍ଞ ବୋଲି କହିଛନ୍ତି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଏଯାବତ 3ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.