ETV Bharat / sports

ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର: ହାଇଦ୍ରାବାଦ ପୋଲିସକୁ ଭଜି-ସାଇନାଙ୍କ ସାଧୁବାଦ

author img

By

Published : Dec 6, 2019, 5:43 PM IST

ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମସ୍ତ 4 ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଏହିକ୍ରମରେ ପୂର୍ବତନ କ୍ରିକେଟର ହରଭଜନ ସିଂହ, ବ୍ୟାଡମିଣ୍ଟନ ଖେଳାଳି ସାଇନା ନେୱାଲ ହାଇଦ୍ରାବାଦ ପୋଲିସକୁ ସାଧୁବାଦ ଜଣାଇଛନ୍ତି ।

ପୋଲିସକୁ ଭଜି-ସାଇନାଙ୍କ ସାଧୁବାଦ
ପୋଲିସକୁ ଭଜି-ସାଇନାଙ୍କ ସାଧୁବାଦ

ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମସ୍ତ 4 ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଏହାପରେ ସମଗ୍ର ଦେଶରେ ପୋଲିସର କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଏହିକ୍ରମରେ ପୂର୍ବତନ କ୍ରିକେଟର ହରଭଜନ ସିଂହ ତେଲେଙ୍ଗାନା ପୋଲିସକୁ ସାଧୁବାଦ ଜଣାଇଛନ୍ତି ।

Hyderabad rape accused killed
ଫଟୋ ସୌଜନ୍ୟ: twitter@harbhajan_singh

ସ୍ଥାନୀୟ ଲୋକେ ପୋଲିସକୁ କାନ୍ଧରେ ବସାଇ ପ୍ରଶଂସା କରୁଥିବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓକୁ ହରଭଜନ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିସହିତ ସେମାନଙ୍କ ସହ ଏମିତି ହେବାର ଥିଲା କହିଛନ୍ତି । ଆଗକୁ ଆଉ କେହି ଏଭଳି ଜଘନ୍ୟ କାଣ୍ଡ କରିବାକୁ ସାହସ କରିବା କରିବେ ନାହିଁ ବୋଲି ଭଜି ଲେଖିଛନ୍ତି ।

Hyderabad rape accused killed
ଫଟୋ ସୌଜନ୍ୟ: twitter@NSaina

ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେୱାଲ ମଧ୍ୟ ହାଇଦ୍ରାବାଦ ପୋଲିସକୁ "ଗ୍ରେଟ ୱାର୍କ.. ହାଇଦ୍ରାବାଦ ପୋଲିସ..ୱି ସାଲ୍ୟୁଟ ୟୁ" ବୋଲି ଟ୍ବିଟରରେ ଲେଖିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.