ETV Bharat / sports

ଦୁଇ ଝିଅଙ୍କ ପାଦ ଧୋଇ ଗମ୍ଭୀର ପାଳିଲେ ଦଶହରା

author img

By

Published : Oct 8, 2019, 5:16 PM IST

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ନିଜର 2 ଝିଅଙ୍କ ପାଦ ଧୋଇ ଆଶୀର୍ବାଦ ଭିକ୍ଷା କରି ନିଆରା ଢଙ୍ଗରେ ଦଶହରା ପାଳିଛନ୍ତି ।

ଫଟୋ ସୌଜନ୍ୟ: twitter@GautamGambhir

ନୂଆଦିଲ୍ଲୀ: ସମଗ୍ର ଦେଶରେ ଦଶହରା ଧୁମଧାମରେ ପାଳିତ ହେଉଛି ଦଶହରା । ସମସ୍ତେ ଜଗତଜନନୀ ମା ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପାର୍ବଣରେ ମାଆଙ୍କୁ ଆରାଧନା ସହ ପୂଜାର୍ଚ୍ଚନା କରାଯାଉଛି । ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ନିଆରା ଢଙ୍ଗରେ ଦଶହରା ପାଳିଛନ୍ତି ।

Gambir washing the feet
ଫଟୋ ସୌଜନ୍ୟ: twitter@GautamGambhir

ଗମ୍ଭୀର ନିଜର 2 ଝିଅଙ୍କ ପାଦ ଧୋଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଉକ୍ତ ଫଟୋକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଟ୍ବିଟରେ ଗମ୍ଭୀର ଲେଖିଛନ୍ତି 2 ଝିଅଙ୍କ ପିତା ଭାବରେ ଝିଅଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟ ଦେଖାଇଛନ୍ତି । ତେବେ ଗମ୍ଭୀରଙ୍କ ଏପରି କାର୍ଯ୍ୟକୁ ବେଶ ପସନ୍ଦ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.