ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଓପନୋର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ କୋରୋନା ପ୍ରବେଶ କରିଛି । ଏହାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଏହାର ସୂଚନା ସେ ନିଜେ ଟ୍ବିଟ କରି ଦେଇଛନ୍ତି ।
ସେ ନିଜର କୋରୋନା ଟେଷ୍ଟ କରାଇଛନ୍ତି କିନ୍ତୁ ରିପୋର୍ଟ ଏଯାଏଁ ଆସି ନାହିଁ ।
-
Due to a case at home, I have been in isolation awaiting my COVID test result. Urge everyone to follow all guidelines & not take this lightly. Stay safe!
— Gautam Gambhir (@GautamGambhir) November 6, 2020 " class="align-text-top noRightClick twitterSection" data="
">Due to a case at home, I have been in isolation awaiting my COVID test result. Urge everyone to follow all guidelines & not take this lightly. Stay safe!
— Gautam Gambhir (@GautamGambhir) November 6, 2020Due to a case at home, I have been in isolation awaiting my COVID test result. Urge everyone to follow all guidelines & not take this lightly. Stay safe!
— Gautam Gambhir (@GautamGambhir) November 6, 2020
ଟ୍ବିଟ କରି ସେ କହିଛନ୍ତି ଯେ, ଘରେ କୋରୋନା କେସ ସାମ୍ନାକୁ ଆସିଛି । ଏଥିଲାଗୁ ମୁଁ ନିଜକୁ ଆଇସୋଲେଟ କରିଛି । କୋରୋନା ରିପୋର୍ଟ ଅପେକ୍ଷାରେ ଅଛି । ସମସ୍ତଙ୍କୁ ଅପିଲ କରୁଛି ଗାଇଡଲାଇନକୁ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।