ETV Bharat / sports

ରୋହିତ ଓ ସାମିକୁ ପୂର୍ବତନ କ୍ରିକେଟରଙ୍କ ଢେର ପ୍ରଶଂସା

author img

By

Published : Jan 30, 2020, 6:31 AM IST

ଷ୍ଟାର ଓପନର ରୋହିତ ଶର୍ମା ଓ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ବିଜୟୀ ପ୍ରଦର୍ଶନ ପାଇଁ ପୂର୍ବତନ କ୍ରିକେଟର ଢେର ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

former-indian-cricketer-appaluds-rohit-and-shami-for-their-match-winning-performance-ind-vs-nz-t20
ରୋହିତ ଓ ସାମିକୁ ପୂର୍ବତନ କ୍ରିକେଟରଙ୍କ ଢେର ପ୍ରଶଂସା

ହାଇଦ୍ରାବାଦ: ଷ୍ଟାର ଓପନର ରୋହିତ ଶର୍ମା ଓ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚରେ ବିଜୟୀ ପ୍ରଦର୍ଶନ ପାଇଁ ପୂର୍ବତନ କ୍ରିକେଟର ମାନେ ଢେର ପ୍ରଶଂସା କରିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା 3ୟ ଟି20 ମ୍ୟାଚ ହାମିଲଟନର ସେଡନ ପାର୍କରେ ଭାରତ ସୁପର ଓଭରେ ବିଜୟ ଲାଭ କରିଛି । ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହେବାଗ, ଭଭିଏସ ଲକ୍ଷ୍ଣଣ , ହରଭଜନ ସିଂ, ମହମ୍ମଦ କୈଫ,ଇରଫାନ ପଠାନ ଟ୍ବିଟ କରି ପ୍ରଶଂସା କରିଛନ୍ତି ।

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ତୃତିୟ ଟି20 ମ୍ୟାଚ ବେଶ ରୋମାଞ୍ଚକପୂର୍ଣ୍ଣ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏକଦା ନ୍ୟୁଜିଲାଣ୍ଡ ଅଧିନାୟକ କାନେୱିଲିୟମସନଙ୍କ ଧର୍ଯ୍ୟପୂର୍ଣ୍ଣ ଆକର୍ଷଣୀୟ ଇନିଂସପାଇଁ ବିଜୟର ନିକଟତର ହୋଇଥିବା ଦଳକୁ ଭାରତୀୟ ଦଳର ସୁଇଂଙ୍ଗ ସ୍ପିଡଷ୍ଟାର ମହମ୍ମଦ ସାମି ଶେଷ ଓଭରରେ ଘାତକ ବୋଲିଂ କରି ମ୍ୟାଚକୁ ଟାଇ ଭାବରେ ଶେଷ କରିଥିଲେ । ଶେଷରେ ସୁପର ଓଭର ହୋଇଥିଲା ସୁପର ଓଭରରେ ରୋହିତ ଶର୍ମାଙ୍କ ଶୋ ଯୋଗୁଁ ଶେଷରେ ଭାରତ ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ଟି20 ସିରିଜ ହାସଲ କରିଛି ।

ଏହା ଏକ ଅବିଶ୍ବସନିୟ ବିଜୟ । ଖେଳରେ ଅନ୍ତିମ ଓଭରେ 4 ବଲରେ 2 ରନ୍ ରୋକିବା ପାଇଁ ମହମ୍ମଦ ସାମି ଓ ରୋହିତ ଶର୍ମା ବିଶ୍ବର ସଫଳତମ ବିସ୍ଫୋରକ ଓପନର ବୋଲି ପୁଣି ପ୍ରମାଣିତ କଲେ । ଏହି ମ୍ୟାଚକୁ ବହୁତ ଦିନ ପର୍ଯ୍ୟନ୍ତ ମନେରଖିବେ ବୋଲି ଭିଭିଏସ ଲକ୍ଷ୍ମଣ ଟ୍ବିଟ କରିଛନ୍ତି ।

former-indian-cricketer-appaluds-rohit-and-shami-for-their-match-winning-performance-ind-vs-nz-t20
ଟ୍ବିଟର ସୌଜନ୍ୟ: @VVSLaxman281

ପୂର୍ବତନ କ୍ରିକେଟର ମହମ୍ମଦ କୈଫ ମଧ୍ୟ ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କର ମ୍ୟାଚ ବିଜୟୀ ପ୍ରଦର୍ଶନକୁ ପ୍ରଂଶସା କରିଛନ୍ତି । ସାମିଙ୍କ ଅନ୍ତିମ ଓଭର 2ରନ ରୋକିବା ଓ ସୁପର ଓଭରରେ ରୋହିତ ଶର୍ମାଙ୍କ ଶେଷ ଦୁଇ ବଲରେ ଛକାକୁ ଆଧୁନିକ କ୍ରିକେଟର ଶ୍ରେଷ୍ଟ ଖେଳାଳି । ଖେଳ ଆମକୁ ମୂଲ୍ୟବାନ ଶିକ୍ଷା ଦିଏ ଜୀବନରେ କେବେ ହାର ନମାନିବା ପାଇଁ ବୋଲି କୈଫ ଟ୍ବିଟ କରିଛନ୍ତି ।

ଟ୍ବିଟର ସୌଜନ୍ୟ:@MohammadKaif

ଟର୍ବାନେଟର ହରଭଜନ ସିଂ ଟ୍ବିଟ କରି ଲେଖିଛନ୍ତି 'ରୋହିତ ହେ ତୋ ମାମଲା ହିଟ ହେ' ଏବଂ ନ୍ୟୁଜିଲାଣ୍ଡରେ ପ୍ରଥମ ଥରପାଇଁ ଟି20 ସିରିଜ ବିଜୟ ହୋଇଥିବାରୁ ଦଳକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଟ୍ବିଟର ସୌଜନ୍ୟ:@harbhajan_singh

ବିରେନ୍ଦ୍ର ସେହେବାଗ ଟ୍ବିଟରେ ଲେଖିଛନ୍ତି ରୋହିତ ଶର୍ମା ଅସମ୍ଭବକୁ ମଧ୍ୟ ସମ୍ଭବ କରୁଛନ୍ତି ଯେମିତି କି ସ୍ବୟଂ ଭଗବାନ ଆସିଛନ୍ତି । କିନ୍ତୁ ମହମ୍ମଦ ସାମିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟିର ଏବଂ ଏହି ବିଜୟ ମନେ ରହିବ ବୋଲି କହିଛନ୍ତି ।

ଟ୍ବିଟର ସୌଜନ୍ୟ:@virendersehwag

ଇଟିଭି ଭାରତ ବ୍ୟୁର

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.