ETV Bharat / sports

କୈଫଙ୍କ ପାଇଁ ସଚିନ କୃଷ୍ଣ, ସେ ତାଙ୍କ ସୁଦାମା

ରବିବାର ଦିନ ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ନିଜର ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ମାଇଁ ସୁଦମା ମୁମେଣ୍ଟ ଓ୍ବିଥ ଲର୍ଡ କ୍ରିଷ୍ଣା କ୍ୟାପସନ୍‌ ଲେଖିଛନ୍ତି ।

mohammad kaif
mohammad kaif
author img

By

Published : Jan 12, 2020, 11:15 PM IST

Updated : Jan 12, 2020, 11:36 PM IST

ହାଇଦ୍ରାବାଦ: ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ରବିବାର ଦିନ ଏକ ପୋଷ୍ଟ ସେୟାର କରିଛନ୍ତି । ତାଙ୍କର ପୋଷ୍ଟର କ୍ୟାପସନ ଦେଖି ସୋସିଆଲମିଡିଆରେ କୈଫଙ୍କୁ ସମସ୍ତ ପ୍ରଶଂସା କରୁଛନ୍ତି ।

mohammad kaif
ମହମ୍ମଦ କୈଫଙ୍କ ଟ୍ବିଟ

ପୂର୍ବତନ କ୍ରିକେଟର ମହମ୍ମଦ କୈଫ ସଚିନ ତେନ୍ଦୁଲକରଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ମାଇଁ ସୁଦମା ମୁମେଣ୍ଟ ଓ୍ବିଥ ଲର୍ଡ କ୍ରିଷ୍ଣା । ତେବେ ଏହି ପୋଷ୍ଟକୁ ନେଇ ମହମ୍ମଦ କୈଫଙ୍କୁ ପ୍ରଶଂସା କରୁଛନ୍ତି ପ୍ରଶଂସକ।

mohammad kaif
ସଚିନ ତେନ୍ଦୁଲକରଙ୍କ ଟ୍ବିଟ

କୈଫ ଭାରତର ସାନଦାର ଫିଲ୍ଡରଙ୍କ ମଧ୍ୟରେ ଜଣେ । 13ଜୁଲାଇ,2018ରେ କ୍ରିକେଟର ସମସ୍ତ ଫର୍ମାଟରୁ କୈଫ ସନ୍ୟାସ ନେଇଥିଲେ । 13 ଜୁଲାଇ 2002ରେ କୈଫ ନେଟଓ୍ବେଷ୍ଟ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ବିଜୟ ପାଳି ଖେଳିଥିଲେ । ଏହି ପାଳି ଯୋଗୁଁ ଭାରତ ସିରିଜ ଜିତିଥିଲା ।

ଭାରତୀୟ ଟିମ ପାଇଁ କୈଫ 125ଟେଷ୍ଟ ଖେଳି 2753ରନ୍ ଅକ୍ତିଆର କରିଛନ୍ତି । ସେହିପରି ଟେଷ୍ଟରେ 13ଟି ମ୍ୟାଚ ଖେଳି 624ରନ ହାସଲ କରିଛନ୍ତି । ସଚିନ ଓ କୈଫଙ୍କ ମଧ୍ୟରେ ଭଲ ସମ୍ବନ୍ଧ ରହିଛି । ସଚିନ କୈଫଙ୍କ ସନ୍ୟାସବେଳେ ଶୁଭକାମନା ଜଣାଇଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Jan 12, 2020, 11:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.