ଦୁବାଇ: ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ କୋରାେନା ମୁକ୍ତ ହୋଇ ୟୁଏଇ ଗସ୍ତ କରିଛନ୍ତି । 37ବର୍ଷୀୟ ଦିଶାନ୍ତ କୋରାେନା ସଂକ୍ରମିତ ଥିବା 12ଅଗଷ୍ଟ ଦିନ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ସୂଚନା ଦେଇଥିଲା ।
ୟାଗନିକ ଉଦୟପୁରରେ ନିଜର ଘରେ ଥିବାବେଳେ ରିପୋର୍ଟ ପଜିଟିଭ ଆସିଥିଲା । ଚିକିତ୍ସା ନିମନ୍ତେ କୋଭିଡ-19 ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
-
14-day quarantine ✅
— Rajasthan Royals (@rajasthanroyals) August 28, 2020 " class="align-text-top noRightClick twitterSection" data="
2 Negative tests ✅
1 Fitness test ✅
Fielding coach @Dishantyagnik77 is ready for #IPL2020 👍#HallaBol | #RoyalsFamily pic.twitter.com/bKs5Oqp6YF
">14-day quarantine ✅
— Rajasthan Royals (@rajasthanroyals) August 28, 2020
2 Negative tests ✅
1 Fitness test ✅
Fielding coach @Dishantyagnik77 is ready for #IPL2020 👍#HallaBol | #RoyalsFamily pic.twitter.com/bKs5Oqp6YF14-day quarantine ✅
— Rajasthan Royals (@rajasthanroyals) August 28, 2020
2 Negative tests ✅
1 Fitness test ✅
Fielding coach @Dishantyagnik77 is ready for #IPL2020 👍#HallaBol | #RoyalsFamily pic.twitter.com/bKs5Oqp6YF
ତେବେ ଫ୍ରାଞ୍ଚାଇଜ ଟ୍ବିଟ କରି ସୂଚନା ଦେଇଛି, 14ଦିନ କ୍ବାରେଣ୍ଟାଇନ, 2ଟି ଟେଷ୍ଟରେ ନେଗେଟିଭ ଓ ଗୋଟିଏ ଫିଟନେସ ଟେଷ୍ଟ ପରେ ଏବେ ଫିଲ୍ଡିଂ କୋଚ ବର୍ତ୍ତମାନ ଆଇପିଏଲ 2020 ପାଇଁ ପ୍ରସ୍ତୁତ ।
ତେବେ କୋଚ ଦିଶାନ୍ତ ୟୁଏଇରେ 6ଦିନିଆ କ୍ବାରେଣ୍ଟାଇନରେ ଅଛନ୍ତି । 3ଥର କୋଭିଡ ଟେଷ୍ଟରେ ନେଗେଟିଭ ଆସିବା ପରେ ଟିମ ସହ ଯୋଡି ହେବେ ଫିଲ୍ଡିଂ କୋଚ ।