ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା 3ଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଜାରି ରହିଛି । ସ୍ଥିତି ଏପରି ହୋଇଛି ଯେ, କୃଷକ ସଂଗଠନ ଓ ସରକାର ମୁହାଁମୁହିଁ ହୋଇଛନ୍ତି । ତେବେ ଏନେଇ ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ଯୁବରାଜ ସିଂହ ଗୁରୁବାର କହିଛନ୍ତି, ତାଙ୍କର ''ବିଶ୍ବାସ'' ରହିଛି ଯେ ଏକ ଶାନ୍ତିପୂର୍ଣ୍ଣ ସମାଧାନର ରାସ୍ତା ଶୀଘ୍ର ବାହାରିବ ।
-
As proud citizens of our beloved India, let’s stand united in this hour of crisis. There is no problem that cannot be resolved. Our farmer community is the lifeblood of this nation and I am confident that a peaceful resolution will be reached soon 🇮🇳 #IndiaTogether
— Yuvraj Singh (@YUVSTRONG12) February 4, 2021 " class="align-text-top noRightClick twitterSection" data="
">As proud citizens of our beloved India, let’s stand united in this hour of crisis. There is no problem that cannot be resolved. Our farmer community is the lifeblood of this nation and I am confident that a peaceful resolution will be reached soon 🇮🇳 #IndiaTogether
— Yuvraj Singh (@YUVSTRONG12) February 4, 2021As proud citizens of our beloved India, let’s stand united in this hour of crisis. There is no problem that cannot be resolved. Our farmer community is the lifeblood of this nation and I am confident that a peaceful resolution will be reached soon 🇮🇳 #IndiaTogether
— Yuvraj Singh (@YUVSTRONG12) February 4, 2021
ଯୁବରାଜ ଟ୍ବିଟରେ ଲେଖିଛନ୍ତି, "ଭାରତର ଜଣେ ଗର୍ବିତ ନାଗରିକ ଭାବେ, ଆମକୁ ଏହି ସମୟରେ ଏକତ୍ର ରହିବାକୁ ହେବ । ଏପରି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ହୋଇପାରିବନି । ଆମର କୃଷକ ସମୁଦାୟ ଆମ ଦେଶର ଜୀବନବିନ୍ଦୁ(ଆତ୍ମା) । ସେଥିପାଇଁ ମୋର ଦୃଢ ବିଶ୍ବାସ ଯେ, ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୁବଶୀଘ୍ର ହେବ ।"
ଭାରତୀୟ ଓପନର ରୋହିତ ଶର୍ମା ସମୟର ଆହ୍ବାନରେ ସମାଧାନର ରାସ୍ତା ପାଇଁ ଆମେ ଏକାଠି ହେବା ଉଚିତ । ଏକତ୍ର ସମସ୍ୟାର ସମାଧାନର ରାସ୍ତ ଦେଖାଇବ ।
ରୋହିତ ଟ୍ବିଟରେ ଲେଖିଛନ୍ତି, ଦେଶ ଗଠନରେ ଆମ କୃଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ସମସ୍ତେ ନିଜର ଦାୟିତ୍ବ ସୂଚାରୁ ରୂପେ ତୁଲାଇବା ସହ ଶୀଘ୍ର ସମାଧାନ କରିବେ ବୋଲି ଆଶାବାଦୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ