ETV Bharat / sports

ବିଶ୍ବକପ: ଟେବୁଲ ଟପ୍ପର ଲକ୍ଷ୍ୟରେ ଭାରତ, ଉତ୍ସାହିତ କ୍ରିକେଟ ପ୍ରେମୀ - india

ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆ ଖେଳୁଛି ଚଳିତ ବିଶ୍ୱକପର ଶେଷ ଲିଗ ମ୍ୟାଚ । ତେବେ ମ୍ୟାଚକୁ ନେଇ ଉତ୍ସାହିତ ରହିଛନ୍ତି କ୍ରିକେଟ ପ୍ରେମୀ ।

ଡିଜାଇନ ଫଟୋ
author img

By

Published : Jul 6, 2019, 4:48 PM IST

କଟକ: ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆ ଖେଳୁଛି ଚଳିତ ବିଶ୍ୱକପର ଶେଷ ଲିଗ ମ୍ୟାଚ । ମ୍ୟାଚ ଜିତି ପଏଣ୍ଟ ଟେବୁଲର ଟପ ସ୍ପଟରେ ଫିନିସ୍‌ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ତେବେ ମ୍ୟାଚ ନେଇ ଆମ କଟକ ପ୍ରତିନିଧି କିଛି କ୍ରିକେଟ ପ୍ରେମୀଙ୍କଠାରୁ ପ୍ରତିକ୍ରିୟା ନେଇଥିଲେ ।

ଭି଼ଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ସେମାନଙ୍କ ମତରେ ଆଜି ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କୁ ଖେଳାଯିବା ଦରକାର । ଏଥିସହିତ ଭାରତ ଆଜି ମ୍ୟାଚ ଜିତିବା ସହ ବିଶ୍ବକପ ମଧ୍ୟ ଆଣିବ ବୋଲି ସେମାନଙ୍କ ଆଶା ରହିଛି । ତେବେ ଯଦି ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହେଉଛି ଓ ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେଉଛି, ତେବେ 15 ଅଙ୍କ ସହ ଟେବୁଲ ଟପ୍ପର ହେବ ଭାରତ । ଆଉ ଏମିତି ହେଲେ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡକୁ ଭେଟିବ ।

ମାତ୍ର ଯଦି 2ୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହେଉଛି, ତେବେ 16 ପଣ୍ଟ ସହ ଟପ ସ୍ପଟରେ ରହିବ କଙ୍ଗାରୁ ଦଳ । ଫଳରେ ସେମିଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଓ ଭାରତ-ଇଂଲଣ୍ଡ ମୁକାବିଲା ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆଉ କିଛି ସମୟ ପରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଚଳିତ ବିଶ୍ୱକପ ର ଶେଷ ଲିଗ ମ୍ୟାଚ । ମ୍ୟାଚ ର କିଛି ଗୁରୁତ୍ୱ ନଥିଲେ ସୁଧା ଏହି ମ୍ୟାଚ ଟିମ ଇଣ୍ଡିଆ ଜିତିବାକୁ ଚେଷ୍ଟା କରିବ । ତେବେ କିପରି ରହିବ ଗେମ ପ୍ଲାନ , ଧୋନି କିପରି କରିବେ ପ୍ରଦର୍ଶନ ସେନେଇ କଟକ ର ଏକ କ୍ଲବ ରେ ଫ୍ୟାନ୍ସ ମାନଙ୍କ ସହ ସିଧାସଳଖ ଆଲୋଚନା ।

Body:no need

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.