ETV Bharat / sports

ଆସେସ ସିରିଜ: ଇଂଲଣ୍ଡ ଦଳରୁ ଆଣ୍ଡରସନ ବାଦ - ଆଣ୍ଡରସନ୍ ବାଦ୍

ଇଂଲଣ୍ଡ୍ ଟିମର ଷ୍ଟାର୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଡାହାଣ ଗୋଡର ଆଘାତ କାରଣରୁ ସେ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତ ।

ଡିଜାଇନ ଫଟୋ
author img

By

Published : Aug 7, 2019, 12:09 AM IST

ଲଣ୍ଡନ: ଚଳିତ ଆସେସ ସିରିଜର ପ୍ରଥମ ମ୍ୟାଚ ପରାଜୟ ପରେ 2ୟ ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଲାଗିଛି ବଡ ଝଟକା । ଇଂଲଣ୍ଡ୍ ଟିମର ଷ୍ଟାର୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଡାହାଣ ଗୋଡରେ ଆଘାତ କାରଣରୁ ସେ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତ ।

ତେବେ ଘରୋଇ ଦଳର ସର୍ବାକାଳୀନ ବେଷ୍ଟ ଟେଷ୍ଟ ବୋଲର ଆଣ୍ଡରସନ୍ ପ୍ରଥମ ମ୍ୟାଚରେ ମାତ୍ର ଗୋଟିଏ ଓଭରର ବୋଲିଂ କରି ପାରିଥିଲେ । ପ୍ରଥମ ମ୍ୟାଚରେ 251ରେ ବିଜୟ ପାଇଥିଲା ଅତିଥି ଅଷ୍ଟ୍ରେଲିଆ ।

ତେବେ ଆଣ୍ଡରସନଙ୍କ ଆହାତ ନେଇ ଜୋ ରୁଟ୍ କହିଛନ୍ତି, “ପ୍ରଥମ ଟେଷ୍ଟ ଆରମ୍ଭରୁ ଆଣ୍ଡରସନଙ୍କୁ ହରାଇବା ନିଶ୍ଚିତ ଭାବେ ଆମ ପାଇଁ କଷ୍ଟକର ଥିଲା । କିନ୍ତୁ କ୍ରିକେଟରେ ଏଭଳି ଘଟିଥାଏ । ଆମକୁ ଏପର୍ଯ୍ୟନ୍ତ ତାଙ୍କ ଆଘାତ ବିଷୟରେ ବିଶେଷ କିଛି ଜଣା ପଡ଼ିନାହିଁ । ଆଶା କରୁଛି ଯେ ଶୀଘ୍ର ଫିଟ୍ ହୋଇ ଟିମକୁ ଫେରିବେ ।” ।

ତେବେ ତାଙ୍କ ସ୍ଥାନରେ 2ୟ ମ୍ୟାଚରେ ଯୁବ ପେସର ଜୋଫ୍ରା ଆର୍ଚ୍ଚର ଡେବ୍ୟୁ କରିୁବା ନିଶ୍ଚିତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.