ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ପାକିସ୍ତାନର ପ୍ରଥମ ଇଂନିସ ସ୍କୋର 326

author img

By

Published : Aug 6, 2020, 9:49 PM IST

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ 326 ରନରେ ସଂଗ୍ରହ କରିଛି ଭ୍ରମଣକାରୀ ଦଳ ।

ENG VS PAK First Test, Day1: Pakistan scored 326 in first innings
ମାଞ୍ଚେଷ୍ଟର ଟେଷ୍ଟ: 326ରେ ଶେଷ ପାକିସ୍ତାନ ପ୍ରଥମ ଇଂନିସ

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ 326 ରନରେ ସଂଗ୍ରହ କରିଛି ଭ୍ରମଣକାରୀ ଦଳ ।

💯 for Shan Masood 🎉 👏

He is the first 🇵🇰 opener to score a Test century in England since Saeed Anwar in 1996 🤯 #ENGvPAK pic.twitter.com/utnY1fuNdk

— ICC (@ICC) August 6, 2020

ଦଳ ପକ୍ଷରୁ ସାନ ମାସୁଦ 319 ବଲରୁ 18 ଚୌକା ଓ 2 ଛକା ସହାୟତାରେ ସର୍ବାଧିକ 156 ରନର ଦମଦାର ଇଂନିସ ଖେଳିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ 69 ରନର ଅର୍ଦ୍ଧଶତକୀୟ ଇଂନିସ ଓ ସଦାବ ଖାନ 45 ରନର ଇଂନିସ ଖେଳିଛନ୍ତି । ଫଳରେ ପାକିସ୍ତାନ ପ୍ରଥମ ଇଂନିସରେ ସମ୍ମାନଜନକ ସ୍ଥିତିରେ ରହିଛି ।

ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ ଓ ଜୋଫ୍ରା ଆର୍ଚର 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କ୍ରିସ ୱର୍କ୍ସ 2ଟି, ଜେମ୍ସ ଆଣ୍ଡରସନ ଓ ଡୋମିନିକ ବେସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ 326 ରନରେ ସଂଗ୍ରହ କରିଛି ଭ୍ରମଣକାରୀ ଦଳ ।

ଦଳ ପକ୍ଷରୁ ସାନ ମାସୁଦ 319 ବଲରୁ 18 ଚୌକା ଓ 2 ଛକା ସହାୟତାରେ ସର୍ବାଧିକ 156 ରନର ଦମଦାର ଇଂନିସ ଖେଳିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ 69 ରନର ଅର୍ଦ୍ଧଶତକୀୟ ଇଂନିସ ଓ ସଦାବ ଖାନ 45 ରନର ଇଂନିସ ଖେଳିଛନ୍ତି । ଫଳରେ ପାକିସ୍ତାନ ପ୍ରଥମ ଇଂନିସରେ ସମ୍ମାନଜନକ ସ୍ଥିତିରେ ରହିଛି ।

ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ ଓ ଜୋଫ୍ରା ଆର୍ଚର 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କ୍ରିସ ୱର୍କ୍ସ 2ଟି, ଜେମ୍ସ ଆଣ୍ଡରସନ ଓ ଡୋମିନିକ ବେସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.