ETV Bharat / sports

'ମୋର୍ତାଜାଙ୍କ ସ୍ଥାନ ପୂରଣ କରିବା କଷ୍ଟକର'

ପୂର୍ବତନ ବାଂଲାଦେଶ କ୍ରିକେଟ ଟିମର କ୍ୟାପଟେନ ମଶରଫେ ମୋର୍ତାଜାଙ୍କୁ ନେଇ ବର୍ତ୍ତମାନର କ୍ୟାପଟେନ ଭାବୁକ ହୋଇଛନ୍ତି । ଓପନର ବ୍ୟାଟ୍ସମ୍ୟାନ ତାମିମ ଇକବାଲଙ୍କୁ ନିକଟରେ ବାଂଲାଦେଶର କ୍ୟାପଟେନ ଦାୟିତ୍ବ ମିଳିଛି ।

Tamim Iqbal on Mashrafe Mortaza
'ମୋର୍ତାଜାଙ୍କ ସ୍ଥାନ ପୂରଣ କଷ୍ଟକର'
author img

By

Published : Mar 15, 2020, 1:20 PM IST

ଲଣ୍ଡନ: ବାଂଲାଦେଶର ପୂର୍ବତନ କ୍ୟାପଟେନ ମଶରଫେ ମୋର୍ତାଜାଙ୍କୁ ନେଇ ବର୍ତ୍ତମାନର କ୍ୟାପଟେନ ଭାବୁକ ହୋଇଛନ୍ତି । ଓପନର ବ୍ୟାଟ୍ସମ୍ୟାନ ତାମିମ ଇକବାଲଙ୍କୁ ବର୍ତ୍ତମାନ ବାଂଲାଦେଶର କ୍ୟାପଟେନ ଦାୟିତ୍ବ ମିଳିଛି ।

Tamim Iqbal on Mashrafe Mortaza
'ମୋର୍ତାଜାଙ୍କ ସ୍ଥାନ ପୂରଣ କଷ୍ଟକର'

ତେବେ ମୋର୍ତାଜାଙ୍କ ସ୍ଥାନ ପୂରଣ କରିବା କଷ୍ଟକର ବୋଲି କହିଛନ୍ତି କ୍ୟାପଟେନ ତାମିମ ଇକବାଲ । ‘ମୋର୍ତାଜାଙ୍କ ସହ ସୁସଂପର୍କ ରହିଛି । ଏକାଠି ଅନେକ କ୍ରିକେଟ ଖେଳିଛୁ।’ ଆବଶ୍ୟକ ସ୍ଥଳେ ପ୍ରଥମ ବ୍ୟକ୍ତି ଭାବେ ମୋର୍ତାଜାଙ୍କ ଠାରୁ ପରାମର୍ଶ ସେ ପରାମର୍ଶ ଗ୍ରହଣ କରିବେ ବୋଲି କହିଛନ୍ତି ।

Tamim Iqbal on Mashrafe Mortaza
'ମୋର୍ତାଜାଙ୍କ ସ୍ଥାନ ପୂରଣ କଷ୍ଟକର'

ମାର୍ଚ୍ଚ 8ରେ ବାଂଲାଦେଶ କ୍ରିକେଟ ବୋର୍ଡ(BCB) ତାମିମ ଇକବାଲଙ୍କୁ ଦିନିକିଆ କ୍ୟାପଟେନ ନିଯୁକ୍ତ କରିଥିଲା । କ୍ୟାପଟେନ ଭାବରେ 50ତମ ଖେଳିବା ପରେ କ୍ୟାପଟେନ ଦାୟିତ୍ବ ଶେଷ କରିଥିଲେ ମସରଫେ ମୋର୍ତାଜା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.