ETV Bharat / sports

ମାହିଙ୍କ ବର୍ଥ ଡେ: ଝିଅ ଓ ପତ୍ନୀଙ୍କ ସହ କଲେ କୁଲ ଡ୍ୟାନ୍ସ

author img

By

Published : Jul 7, 2019, 11:59 AM IST

Updated : Jul 7, 2019, 12:13 PM IST

38 ବର୍ଷରେ ପଦାର୍ପଣ କରିଛନ୍ତି କ୍ୟାପଟେନ କୁଲ । ଆଜି ବି ଧୋନୀଙ୍କ ହେଲିକାପ୍ଟର ସଟକୁ ଡରନ୍ତି ବୋଲର । ଏବେ ବି ପଡ଼ିଆରେ ମାହିଙ୍କ ରହିଛି ୱିକେଟ ଜଲୱା ।

ଫଟୋ ସୌଜନ୍ୟ:@imDhoni_fc

ନୂଆଦିଲ୍ଲୀ: ବର୍ଥ ଡେ ସେଲିବ୍ରେଟ କଲେ କ୍ୟାପଟେନ କୁଲ । ପତ୍ନୀ ଓ ଝିଅ ସହ ମିଶି ଜନ୍ମଦିନ ପାଳିଛନ୍ତି ମାହି । ଏହି ଅବସରରେ କେକ କାଟିବା ସହ ସ୍ତ୍ରୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ଏମଏସ ଧୋନୀ । 38 ବର୍ଷରେ ପଦାର୍ପଣ କରିଥିବା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକଙ୍କ ଜନ୍ମ ଦିନରେ ହାର୍ଦ୍ଦିକ ପାଣ୍ଡିଆ ଓ ଋଷଭ ପନ୍ତ ମଧ୍ୟ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି ।

ଭିଡିଓ ସୌଜନ୍ୟ:@imDhoni_fc

ବିଶ୍ବକପର ଶେଷ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆର ବିଜୟ ପରେ ସ୍ତ୍ରୀ, ପତ୍ନୀ ଓ କ୍ରିକେଟ ତାରକାଙ୍କ ସହ ବର୍ଥ ଡେ ସେଲିବ୍ରେଟ କରିଛନ୍ତି । ଯାହାର ଏକ ଭିଡିଓ ସାକ୍ଷୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ଝିଅ ଜିଭା ସହ ମାହି ତିନୋଟି କେକ କାଟିଥିବାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ:@imDhoni_fc

ଗତକାଲିର ମ୍ୟାଚ ପରେ ଟିମ ଇଣ୍ଡିଆ ଟପ ଲିଷ୍ଟରେ ଥିବାବେଳେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ସହ ଦଳ ଖେଳିବ । ତେବେ ଧୋନୀଙ୍କ ଏହା ଶେଷ ବିଶ୍ବକପ ଥିବାବେଳେ ଦେଶକୁ 2ଟି ବିଶ୍ବକପ ଦେବା ସହ ଆଇସିସିର ତିନୋଟି ଟ୍ରଫି ଜିତିବାରେ ବିଶ୍ବର ଏକମାତ୍ର କ୍ୟାପଟେନ ଧୋନୀ । ତେବେ ପୂର୍ବରୁ ଟେଷ୍ଟ କ୍ରିକେଟରୁ ସେ ଅବସର ନେଇ ସାରିଛନ୍ତି ।

Intro:Body:

BLANK

Conclusion:
Last Updated : Jul 7, 2019, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.