ETV Bharat / sports

ବାଂଲାଦେଶ କ୍ରିକେଟ ବୋର୍ଡର ପ୍ରସ୍ତୁତି, ଖୁବଶୀଘ୍ର ଢାକା ପ୍ରିମିୟର ଲିଗ

author img

By

Published : Jul 9, 2020, 5:24 PM IST

ଖୁବ ଶୀଘ୍ର ଆରମ୍ଭ ହେବ ଢାକା ପ୍ରିମିୟର ଲିଗର 2019-20 ସଂସ୍କରଣ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ଏହି ଟୁର୍ଣ୍ଣାମେଣ୍ଟ ପୁନଃ ଆରମ୍ଭ ପାଇଁ ସ୍ଥିର ହୋଇଛି ।

Dhaka premier League likely to resume amid COVID-19 threat
ବାଂଲାଦେଶ କ୍ରିକେଟ ବୋର୍ଡର ପ୍ରସ୍ତୁତି, ଖୁବଶୀଘ୍ର ଢାକା ପ୍ରିମିୟର ଲିଗ

ଢାକା: ଖୁବଶୀଘ୍ର ଆରମ୍ଭ ହେବ ଢାକା ପ୍ରିମିୟର ଲିଗର 2019-20 ସଂସ୍କରଣ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ଏହି ଟୁର୍ଣ୍ଣାମେଣ୍ଟ ପୁନଃ ଆରମ୍ଭ ପାଇଁ ସ୍ଥିର ହୋଇଛି ।

ଭର୍ଚୁଆଲ ବୈଠକ ଦ୍ବାରା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି), ଏକାଧିକ ବାଂଲାଦେଶୀ କ୍ରିକେଟରଙ୍କ ସହ ବୈଠକ ପରେ ଚୁଡାନ୍ତ ନିଷ୍ପତି ନିଆଯାଇଥିବା ଜଣାପଡିଛି ।

ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଲିଗ ଆରମ୍ଭ ପାଇଁ ସୂଚୀ ପ୍ରସ୍ତୁତ ହୋଇଥିବା କହିଛନ୍ତି, ଢାକା ମେଟ୍ରୋପୋଲିସ ଟିମର କ୍ରିକେଟ କମିଟି ଚେୟାରମ୍ୟାନ କାଜି ଇନହାମ ସୂଚନା ଦେଇଛନ୍ତି ।

ତେବେ ଖେଳାଳିଙ୍କୁ ଖେଳିବା ଅନୁମତି ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ସରକାରଙ୍କ ବିଭିନ୍ନ ବିଭାଗର ଅନୁମତି ପରେ ସମ୍ଭବ ହେବ ।

କ୍ରିକେଟ ଆରମ୍ଭ ନେଇ ଅନୁଷ୍ଠିତ ବୈଠକରେ, ସିନିୟର ଖେଳାଳି ତାମିମ ଇକବାଲ, ମହମ୍ମଦଦୁଲ୍ଲା, ବିସିବି ସିଇଓ ନିଜାମୁଦ୍ଦିନ ଚୌଧୁରୀ, ବୋର୍ଡ ନିର୍ଦ୍ଦେଶକ ନାଇମୁର ରେହମାନ ଓଖାଲିଦ ମହମୁଦ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.