ETV Bharat / sports

ଦିଲ୍ଲୀରେ ବିଜୟ ହଜାରେ ଟ୍ରଫି ନକ୍‌ଆଉଟ ମ୍ୟାଚ

ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ ମ୍ୟାଚ ଦିଲ୍ଲୀରେ ଖେଳାଯିବ । ଅଧିକ ପଢନ୍ତୁ...

Delhi will host Vijay Hazare Trophy knockouts: DDCA director Sanjay Bhardwaj
ଦିଲ୍ଲୀରେ ବିଜୟ ହଜାରେ ଟ୍ରଫି ନକ୍‌ଆଉଟ ମ୍ୟାଚ
author img

By

Published : Feb 26, 2021, 8:54 PM IST

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ ମ୍ୟାଚ ଦିଲ୍ଲୀରେ ଖେଳାଯିବ । ଏନେଇ ଶୁକ୍ରାବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) ନିର୍ଦ୍ଦେଶକ ସଞ୍ଜୟ ଭରଦ୍ବାଜ ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ବିଜୟ ହଜାରେ ଟ୍ରଫିର ନକଆଉଟ ପର୍ଯ୍ୟାୟ ମ୍ୟାଚ ନେଇ ବିସିସିଆଇ ଭେନ୍ୟୁ ଘୋଷଣା କରିନଥିଲା । ତେବେ 8ଟି ନକଆଉଟ ମ୍ୟାଚ ଦିଲ୍ଲୀ ଆୟୋଜନ କରିବାନେଇ ସ୍ପଷ୍ଟ ହୋଇଛି ।

ଉଭୟ ଅରୁଣ ଜେଟଲି ଷ୍ଟାଡିୟମ ଓ ପଲାମ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବ । ଏହାମଧ୍ୟରେ 4ଟି କ୍ବାର୍ଟର-ଫାଇନାଲ, ଦୁଇଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ରହିଛି । ନକଆଉଟ ପର୍ଯ୍ୟାୟ ମାର୍ଚ୍ଚରୁ ଆରମ୍ଭ ହେଉଥିବାବେଳେ, ଫାଇନାଲ ମ୍ୟାଚ ମାର୍ଚ୍ଚ 14ରେ ଖେଳାଯିବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.