ETV Bharat / sports

ବ୍ରାଡ ହଜଙ୍କ ବିଶ୍ବ ଟେଷ୍ଟ ଏକାଦଶରେ ନାହାନ୍ତି କୋହଲି - ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ ହଜ୍

ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ ହଜ୍ ବର୍ତ୍ତମାନ ସମୟର କ୍ରିକେଟରଙ୍କୁ ନେଇ ବିଶ୍ବ ଟେଷ୍ଟ ଏକାଦଶ ଘୋଷଣା କରିଛନ୍ତି । ଏହି ଟିମରେ ଟିମ ଇଣ୍ଡିଆ କ୍ୟାପଟେନ ତଥା ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ ।

De kock to lead Brad Hogg's current world Test XI Kohli misses out
ବ୍ରାଡ ହଜ୍ ଙ୍କ ବିଶ୍ବ ଟେଷ୍ଟ ଏକାଦଶରେ ନାହାନ୍ତି କୋହଲି
author img

By

Published : May 24, 2020, 2:51 PM IST

ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ ହଜ୍ ବର୍ତ୍ତମାନ ସମୟର କ୍ରିକେଟରଙ୍କୁ ନେଇ ବିଶ୍ବ ଟେଷ୍ଟ ଏକାଦଶ ଘୋଷଣା କରିଛନ୍ତି । ଏହି ଟିମରେ ଟିମ ଇଣ୍ଡିଆ କ୍ୟାପଟେନ ତଥା ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ । ଫଳରେ ହଜ୍ ଙ୍କ ଏହି ଟିମକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ

କରିଛନ୍ତି ।

ସବୁଠୁ ମଜାଦାର କଥା ହେଉଛି ବ୍ରାଡ ହଜ୍ ,ଦକ୍ଷିଣ ଆଫ୍ରିକା ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକଙ୍କୁ ଏହି ଟିମର କ୍ୟାପଟେନ ଚୟନ କରିଛନ୍ତି । ମାତ୍ର ଦକ୍ଷିଣ ଆଫ୍ରିକା ଡି କକଙ୍କୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଟେଷ୍ଟ କ୍ୟାପଟେନ ଘୋଷଣା କରିନାହିଁ ।

ଭାରତୀୟ କ୍ରିକେଟର ଭାବେ ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ ଓ ମହମ୍ମଦ ସାମିଙ୍କୁ ହଜ୍ ଦଳରେ ସ୍ଥାନ ଦେଇଛନ୍ତି ।

ଏଥିସହିତ କୌଣସି ଇଂଲଣ୍ଡ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇନାହାନ୍ତି ।

ବ୍ରାଡ ହଜ୍ ଙ୍କ ବିଶ୍ବ ଟେଷ୍ଟ ଏକାଦଶ: ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ମାର୍ନସ ଲବୁସାନ, ଷ୍ଟିଭ ସ୍ମିଥ, ବାବାର ଆଜମ, ଅଜିଙ୍କ୍ୟ ରାହାଣେ, କ୍ବିଣ୍ଟନ ଡି କକ୍(କ୍ୟାପଟେନ), ପାଟ କମିନ୍ସ, ମହମ୍ମଦ ସାମି, ନେଲ ୱାଗନର ଓ ନାଥନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.